ଜନ୍ମଭୂମି ଏକ୍ସପ୍ରେସ

ଜନ୍ମଭୂମି ଏକ୍ସପ୍ରେସ  (12805 / 12806)  ଭାରତୀୟ ରେଳବାଇର ଏକ ଇଣ୍ଟରସିଟି ଏକ୍ସପ୍ରେସ ସେବା। ଏହା ଦୈନିକ ସିକନ୍ଦରାବାଦରୁ ବିଶାଖାପାଟଣା ଯାତାୟତ କରିଥାଏ । ପ୍ରଥମେ ବିଜଯୱାଡା ଓ ବିଶାଖାପାଟଣା ମଧ୍ୟରେ ପ୍ରଚଳିତ ଏହି ଟ୍ରେନ ସେବା ପରେ ସିକନ୍ଦରାବାଦ ଯାଏ ପରିବର୍ଧିତ ହେଇଥିଲା । ଏହା ଏକ ସୁପରଫାଷ୍ଟ ଶ୍ରେଣୀର ଟ୍ରେନ । 

ଜନ୍ମଭୂମି ଏକ୍ସପ୍ରେସ
Overview
Service typeSuperFast
LocaleAndhra Pradesh
Current operator(s)East Coast Railway
Route
StartSecunderabad
Stops17
EndVisakhapatnam
Distance travelled699 km (434 mi)
Average journey time12 hours 30 minutes
Service frequencyDaily
Train number(s)12806 / 12805
On-board services
Class(es)2nd Seating, AC Chair Car, General Class
Seating arrangementsYes
Sleeping arrangementsNo
Catering facilitiesOn-board Catering
Technical
Operating speed55 km/h (34 mph) average
Route map
Janmabhoomi Express Route map
ମଉଳା ଅଲି ଷ୍ଟେସନ ନିକଟରେ ଜନ୍ମ ଭୂମି ଏକ୍ସପ୍ରେସ  
ଗୁନ୍ତୁର ନିକଟରେ ଜନ୍ମଭୂମି ଏକ୍ସପ୍ରେସ ଉପରୁ ଦୃଶ୍ୟ 

ଏଥିରେ ୧୦ଟି ଅଣ ସଂରକ୍ଷିତ ବଗି ସହ ୨୪ଟି ବଗି ଲାଗିଥାଏ । ଏଥିସହ ଏକ ପାନ୍ତରି କାର   ରହେ ନାହି । ଏହାର AC  ଶ୍ରେଣୀର ବଗି ସବୁ ଚେୟାର କାର । 

ଯାତ୍ରାପଥ  ସମ୍ପାଦନା

ଅନ୍ୟ  ଇଣ୍ଟରସିଟିମାନଙ୍କ ପରି ଏହା ମଧ୍ୟ ଦିନ ବେଳ ଯାତାୟତ କରେ ।ଏହା ନାଳଗୋଣ୍ଡା, ମିରିୟାଲଗୁଡା , ଗୁନ୍ତୁର , ତେନଳୀ , ବିଜାତବାଡା ତୁନି , ଆଦି ଷ୍ଟେସନରେ ରହଣି କରି ଯାଇଥାଏ । ଏହା ସିକନ୍ଦରାବାଦରୁ ସକାଳ ୭.୧୦ରୁ ବାହାରି ବିଶାଖାପାତାନାରେ ସନ୍ଧ୍ୟା ୭.୪୦ରେ ପହଞ୍ଚେ । ତେନଳୀ ଷ୍ଟେସନରେ ଟ୍ରେନକୁ ଦିଗ ପରିବର୍ତ୍ତନ କରିବାକୁ ହୁଏ ।  

ଅଧିକ ପଠନ  ସମ୍ପାଦନା

  • List of named passenger trains of India
  • South Central Railway Zone
  • Trains of South Central Railway (India)

ଆଧାର  ସମ୍ପାଦନା

http://indiarailinfo.com/train/janmabhoomi-express-12805-vskp-to-sc/855/401/835