ଜଗନ୍ନାଥ ମନ୍ଦିର, ସିଆଲକୋଟ

ଶିବଲା ତେଜା ସିଂ ମନ୍ଦିର ଶିବଲା ତେଜା ସିଂ ମନ୍ଦିର ପାକିସ୍ତାନର ପଞ୍ଜାବ ପ୍ରଦେଶର ସିଆଲକୋଟ ସହରର ଏକ histor ତିହାସି


ପାକିସ୍ତାନର ପଞ୍ଜାବ ରାଜ୍ୟ ଅନ୍ତର୍ଗତ ସିଆଲକୋଟଠାରେ ୨୦୦୪ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।[୧] ମନ୍ଦିରଟି ସହରର "ପ୍ୟାରିସ ରୋଡ଼"ଠାରେ ଅବସ୍ଥିତ । ସିଆଲକୋଟର ହିନ୍ଦୁ ସଂପ୍ରଦାୟ ଓ ହକୀମ ରତନ ଲାଲ ଭଗତଙ୍କ ପ୍ରଚେଷ୍ଠାରେ ଏହି ମନ୍ଦିରଟି ନିର୍ମାଣ କରାଯାଇ ପାରିଥିଲା । ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରବେଜ ଇଲାହୀ ଏଥିପାଇଁ ୨ଲକ୍ଷ ପାକସ୍ତାନି ଟଙ୍କା ଦାନ କରିଥିଲେ । ମନ୍ଦିରଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଏବଂ ଏହାକୁ ତାଲା ପକେଇ ବନ୍ଦ କରିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା ।[୨]

ଜଗନ୍ନାଥ ମନ୍ଦିର, ସିଆଲକୋଟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନପ୍ୟାରିସ ରୋଡ଼, ସିଆଲକୋଟ
Stateପଞ୍ଜାବ
Countryପାକିସ୍ତାନ

ଆଧାର ସମ୍ପାଦନା

  1. http://www.telegraphindia.com/1150718/jsp/odisha/story_32244.jsp#.V39YkNJ97IU
  2. "Miscreants lock newly constructed Jagannath temple in Pakistan". andhranews dot net. 15 july 1997. {{cite news}}: |access-date= requires |url= (help); Check date values in: |date= (help)