ଜଗନ୍ନାଥ ଦେବବର୍ମା
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ବିଚ୍ଛିନ୍ନାଞ୍ଚଳ ଟିକିଲିର ରାଜକବି ଜଗନ୍ନାଥ ଦେବବର୍ମା ଜଣେ କବି ଓ ଲେଖକ । [୧]
ଜଗନ୍ନାଥ ଦେବବର୍ମା | |
---|---|
ଜନ୍ମ | ୧୯୨୭ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ରାଜକବି ଜଗନ୍ନାଥ ଦେବବର୍ମା |
ରଚନାବଳୀ
ସମ୍ପାଦନାକବିତା ସଙ୍କଳନ
ସମ୍ପାଦନା- ବିପ୍ଳବୀ ଗୋବନ୍ଧୁ (୧୯୮୧)
- ହଂସକବିତା (୧୯୮୦)
- ଶିଳାପ୍ରସ୍ତର (୧୯୭୨)
- ଉଷାର ନିଷାଦ (୧୯୬୭)
- ଭଗ୍ନବେହୁଲ (୧୯୫୯)
- ସ୍ମୃତି (୧୯୫୨)
- ନାଦଶ୍ରୀ (୧୯୫୬)
- ସପନତରୀ (୧୯୪୫)
ଗଳ୍ପ ଓ ଉପନ୍ୟାସ
ସମ୍ପାଦନା- ଉତ୍କଳିକା
- ନୀଳୋତ୍ପଳ
- ଛନ୍ଦ ଯାଇଚି ହଜି
- ଧୂସର
- ବନ୍ୟାର ଦୁଇଟି ଫୁଲ
ସମ୍ମାନ ଓ ପୁରସ୍କାର
ସମ୍ପାଦନାଟୀକା
ସମ୍ପାଦନା- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦