ଛୁଞ୍ଚି ଛାତିରନ୍ଧ୍ର

ଏହା ଏକ କାର୍ଯ୍ୟ ପ୍ରଣାଳୀ ଯାହା ସନ୍ଦେହ ଜନ‌କ ଟେନସନ ନିମୋଥୋରାକ୍ସ ରୋଗରେ ବ୍ୟବ‌ହାର କରାଯାଏ ।

ଛୁଞ୍ଚି ଛାତିରନ୍ଧ୍ର (Needle thoracostomy (NT)) ହେଉଛି ଏକ କାର୍ଯ୍ୟ ପ୍ରଣାଳୀ ଯାହା ସନ୍ଦେହ ଜନ‌କ ଟେନସନ ନିମୋଥୋରାକ୍ସ ରୋଗରେ ବ୍ୟବ‌ହାର କରାଯାଏ ।[] ଏହି ପ୍ରଣାଳୀ କରିବା ପରେ ଏକ ଛାତି ନଳୀ ସେଠାରେ ରଖିଦିଆଯାଏ ।[] ଛୁଞ୍ଚି ଅପେକ୍ଷା ଅଙ୍ଗୁଳି ବ୍ୟବ‌ହାର ପସନ୍ଦ କରାଯାଏ ।[]

ସାଧାରଣତଃ ଦ୍ୱିତୀୟ ଓ ତୃତୀୟ ପଞ୍ଜରା ମଧ୍ୟସ୍ଥ ସ୍ଥାନରେ ମଝି କ୍ଲାଭିକ୍କ ଗାର ସିଧାରେ (ଇଣ୍ଟରକୋଷ୍ଟାଲ୍ ସ୍ପେସ୍ ମିଡ୍ କ୍ଲାଭିକୁଲାର୍ ଲାଇନ୍) କିମ୍ବା ଚତୁର୍ଥ ପଞ୍ଚମ ମଧ୍ୟସ୍ଥ ସ୍ଥାନରେ ମଝି କ୍ଲାଭିକ୍କ ଗାର ସିଧାରେ ଏକ ଛିଦ୍ର କରାଯାଏ ।[] [] ଯଦି ପର୍ଯ୍ୟାପ୍ତ ସମୟ ଉପସ୍ଥିତ ଥାଏ, କ୍ଲୋରୋହେଇକ୍ସେଡିନ ଓ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକସନ ଦିଆଯାଇ ଏହି ସ୍ଥାନ ସଫା କରାଯାଇ ଛୁଞ୍ଚି ଫୋଡ଼ାଯାଏ । [] ଏକ ୧୨, ୧୪ କିମ୍ବା ୧୬ ଗେଜର କଣା ଛୁଞ୍ଚି ଏବଂ କାଥେଟର ବ୍ୟବ‌ହାର କରାଯାଏ ।[] ଥରେ ଛାତିରୁ ବାୟୁ ବାହାରକୁ ଆସିବା ପରେ ଛୁଞ୍ଚିକୁ ବାହାର କରିଦିଆଯାଏ ଓ କ୍ୟାଥେଟର ଛାତିରେ ସେଠାରେ ଛାଡ଼ିଦିଆଯାଏ ।[]

ସଫଳ ସ୍ଥାନିତ ହେବା ପରେ ଛାତିରୁ ବାୟୁ ଦ୍ରୁତ ଗତିରେ ବାହାରକୁ ଆସେ ଏବଂ ଗୁରୁତ୍ୱପୂର୍ଣ୍ଣ କମ ଲକ୍ଷଣ ଦେଖାଯାଏ ।[] ଉନ୍ନତି ଯାଞ୍ଚ କରିବା ପାଇଁ ଏକ ଛାତି ରଞ୍ଜନ-ରଶ୍ମୀ କରାଯାଏ ।[] ଜଟିଳତା ମଧ୍ୟରେ ରକ୍ତସ୍ରାବ, ସଂକ୍ରମଣ ଏବଂ ହୃତ୍‌ପିଣ୍ଡ, ଫୁସଫୁସ କିମ୍ବା ମଧ୍ୟଚ୍ଛଦାରେ ଆଘାତ ହୋଇପାରେ ।[] [] ଯଦି ପୂର୍ବରୁ ନିମୋଥୋରାକ୍ସ ନଥିଲେ ମଧ୍ୟ ଏକ ନୂତନ ନିମୋଥୋରାକ୍ସ ବିକାଶ ହୋଇପାରେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "How To Do Needle Thoracostomy - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 20 June 2022. Retrieved 9 August 2022.
  2. "Needle Thoracentesis". fpnotebook.com. Archived from the original on 15 December 2021. Retrieved 9 August 2022.
  3. Laan, DV; Vu, TD; Thiels, CA; Pandian, TK; Schiller, HJ; Murad, MH; Aho, JM (April 2016). "Chest wall thickness and decompression failure: A systematic review and meta-analysis comparing anatomic locations in needle thoracostomy". Injury. 47 (4): 797–804. doi:10.1016/j.injury.2015.11.045. PMID 26724173.
  4. ୪.୦ ୪.୧ King, Christopher; Henretig, Fred M. (2008). Textbook of Pediatric Emergency Procedures (in ଇଂରାଜୀ). Lippincott Williams & Wilkins. p. 355, 365. ISBN 978-0-7817-5386-9. Archived from the original on 2022-08-10. Retrieved 2022-08-09.
  5. Nagelhout, John J.; Plaus, Karen (11 February 2009). Nurse Anesthesia E-Book (in ଇଂରାଜୀ). Elsevier Health Sciences. p. 976. ISBN 978-0-323-08101-6. Archived from the original on 10 August 2022. Retrieved 9 August 2022.
  6. Wernick, Brian; Hon, HeidiH; Mubang, RonnieN; Cipriano, Anthony; Hughes, Ronson; Rankin, DemichaD; Evans, DavidC; Burfeind, WilliamR; Hoey, BrianA (2015). "Complications of needle thoracostomy: A comprehensive clinical review". International Journal of Critical Illness and Injury Science. 5 (3): 160. doi:10.4103/2229-5151.164939.{{cite journal}}: CS1 maint: unflagged free DOI (link)