ଛାଞ୍ଚ ଆଲୋଚନା:Welcome
ଏହି ପୃଷ୍ଠାରେ ଥିବା କୁକିସ ବଦଳରେ ରସୋଗଲା କିମ୍ବା ଛେନାପୋଡ ଦିଆଗଲେ କେମିତି ହୁଅନ୍ତା ? କିଛି ଦେଶୀ ଆଉ ଖାଣ୍ଟି ମିଠା ଜିନିଷ ମିଳନ୍ତା ନୂଆ ବ୍ୟବହାରକାରୀମାନଙ୍କୁ --Jnanaranjan sahu (ମୋ ଆଲୋଚନା) ୧୮:୨୭, ୧୧ ଜାନୁଆରୀ ୨୦୧୪ (UTC)
- ରସଗୋଲା ଭଲ ହୁଅନ୍ତା ।--ଶିତିକଣ୍ଠ (ଆଲୋଚନା) ୧୬:୦୭, ୧୨ ଜାନୁଆରୀ ୨୦୧୪ (UTC)
- ଆପଣମାନେ ଅଲଗା ଅଲଗା ଯାହାକୁ ଯେମିତି ଠିକ ଲାଗୁଛି, ନୂଆ ଛାଞ୍ଚ ତିଆରି କରିପାରିବେ । ଉଦାହରଣ ଭାବେ, ଛାଞ୍ଚ:WelcomeAlt, ଛାଞ୍ଚ:Welcome1, ଛାଞ୍ଚ:WelcomeRasagola, User:123/Welcome, ଇତ୍ୟାଦି । କିଛି ଲୋକଙ୍କୁ ବେଶୀ ମିଠା ପସନ୍ଦ ନୁହେଁ, କିନ୍ତୁ କୁକିଜ ମୋ ମତରେ ସମସ୍ତେ ପସନ୍ଦ କରିବେ, ଯଦି ଏଭଳି କିଛି ବିକଳ୍ପ ଅଛି ତାହଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୮, ୧୨ ଜାନୁଆରୀ ୨୦୧୪ (UTC)
- ଭାଇ ଧନ୍ୟବାଦ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ କି? ୧୯:୩୬, ୧୨ ଜାନୁଆରୀ ୨୦୧୪ (UTC)
- ଏଇ ଛାଞ୍ଚ:Wnoc (Wnoc=Welcome user, who has 'no c'ontribution) ଛାଞ୍ଚଟି ଆଗରୁ ଅଛି, ଯେଉଁଥିରେ ରସଗୋଲା ରଖାଯାଇଛି । ଅଧିକ, ଶ୍ରେଣୀ:Welcome_templates ଏଇଠି ପାଇପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୪୪, ୧୪ ଜାନୁଆରୀ ୨୦୧୪ (UTC)
- Psubhashish, ତୋ ପାଇଁ ସନ୍ଦେଶ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୬, ୧୪ ଜାନୁଆରୀ ୨୦୧୪ (UTC)
Start a discussion about ଛାଞ୍ଚ:Welcome
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ଛାଞ୍ଚ:Welcome.