ଆଜିର ବଛା ଛବି

ଏକ ଘୁରୁଥିବା ମଣିଷ ମସ୍ତିସ୍କ ଛବିରେ ବାଁ ଫ୍ରଣ୍ଟାଲ ଲୋବ ନାଲି ରଙ୍ଗରେ ଚିହ୍ନିତ ଯାହା ଏକ ଅର୍ଦ୍ଧସ୍ଵଚ୍ଛ ଖପୁରି ଭିତରେ ଦେଖାଯାଉଛି । ଆଗ ସୁଙ୍ଗୁଲେଟ କର୍ଟେକ୍ସ/anterior cingulate cortex (ACC) ମଧ୍ୟ ଫ୍ରଣ୍ଟାଲ ଲୋବ ଭିତରେ ରହିଥାଏ । ଲେଖକମାନେ ACCକୁ ଲିମ୍ବିକ ଲୋବର ଏକ ଭାଗ ବୋଲି ଅଭିହିତ କରିଥାନ୍ତି ।

ଅଭିଲେଖଆହୁରି ଅନେକ ବଛା ଛବି ସବୁ...