ଚିଲିକା (କବିତା)

ରାଧାନାଥ ରାୟଙ୍କ ଓଡ଼ିଆ କବିତା

ଏହା ରାଧାନାଥ ରାୟଙ୍କଦ୍ୱାରା ଲେଖା ଯାଇଥିବା ଏକ ଖଣ୍ଡ କାବ୍ୟ ।[] ୧୮୯୨ ମସିହାରେ ଏହି କାବ୍ୟ ଉତ୍କଳ ପ୍ରଭାରେ ପ୍ରକାଶ ପାଇଥିଲା । ଏହାର ରଚନା କାଳ ହେଉଛି ୧୮୯୧ ।।

ଏହି କାବ୍ୟ ରଚନା ପୂର୍ବରୁ, ରାଧାନାଥ ବିଦେଶୀ ସାହିତ୍ୟର କଥାବସ୍ତୁକୁ ଗ୍ରହଣ କରି ତାହାକୁ ନିଜ ଦେଶ ପରମ୍ପରା ସହ ମିଶାଇ ଲେଖୁଥିବା କୁହାଯାଇଥାଏ । କିନ୍ତୁ ଚିଲିକା କାବ୍ୟ ରଚନା ସମୟରେ କବି ନିଜର ସୃଷ୍ଟି କୌଶଳର ଆଭିମୁଖ୍ୟ ପରିବର୍ତ୍ତନ କରିଥିବାର ଜଣାଯାଏ । ତଥାପି ଏହି କାବ୍ୟ ସଂପୂର୍ଣ୍ଣ ରୂପେ ବିଦେଶୀ ସାହିତ୍ୟ ପ୍ରଭାବରୁ ମୁକ୍ତ ନଥିଲା ।

ସୌନ୍ଦର୍ଯ୍ୟ ବର୍ଣ୍ଣନା

ସମ୍ପାଦନା

== କିଛି ପଦ == hiii ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା।

ଆହୁରି ଦେଖନ୍ତୁ

ସମ୍ପାଦନା
  1. "ସାରସ୍ୱତ ସାଧକ ପ୍ରକୃତି ପ୍ରେମିକ ରାଧାନାଥ" (PDF). ଉତ୍କଳ ପ୍ରସଙ୍ଗ: 11. 1 December 2013. Archived from the original (PDF) on 13 October 2020. Retrieved 12 September 2020.
  • ରାଧାନାଥ (1892). ଚିଲିକା. ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୬. ସମ୍ପାଦନା-ପ୍ରିୟଦର୍ଶୀ

ବାହାର ଲିଙ୍କ

ସମ୍ପାଦନା