ଚିନ୍ତା ଅନୁରାଧା

ଭାରତୀୟ ରାଜନୀତିଜ୍ଞ

ଚିନ୍ତା ଅନୁରାଧା ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଆନ୍ଧ୍ରପ୍ରଦେଶର ଅମଲାପୁରମ୍ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତା ସାଂସଦ । ସେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ପାଇଁ ସଂସଦ ସଂଯୋଜକ ମଧ୍ୟ ଅଟନ୍ତି ।[]

ଚିନ୍ତା ଅନୁରାଧା
చింతా అనురాధ
ସାଂସଦ: ୧୭ଶ ଲୋକ ସଭା
Assumed office
୨୩ ମଇ ୨୦୧୯
ପୂର୍ବ ଅଧିକାରୀପାଣ୍ଡୁଲାଲ ରବୀନ୍ଦ୍ର ବାବୁ
ନିର୍ବାଚନ ମଣ୍ଡଳୀଆମଲାପୁରମ୍
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-10-18) ୧୮ ଅକ୍ଟୋବର ୧୯୭୨ (ବୟସ ୫୨)
ମାରୁଟେରୁ, ପଶ୍ଚିମ ଗୋଦାବରୀ ଜିଲ୍ଲା, ଆନ୍ଧ୍ର ପ୍ରଦେଶ, ଭାରତ
ରାଜନୀତିକ ଦଳୱାଇଏସ୍ଆର୍ କଂଗ୍ରେସ ପାର୍ଟି
ଜୀବନ ସାଥୀ
ଶ୍ରୀ ତାଲ୍ଲା ସତ୍ୟନାରାୟଣ
(m. ୧୯୯୧)
ବୃତ୍ତି
  • ରାଜନୀତିଜ୍ଞ
  • ନାରୀବାଦୀ
  • କାର୍ଯ୍ୟକର୍ତ୍ତା
ୱେବସାଇଟchintaanuradha.com

ରାଜନୀତିଜ୍ଞ ଜୀବନ

ସମ୍ପାଦନା

ୱାଇଏସ୍ଆର୍ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ୧୭ଶ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[][] ୧୬ ମାର୍ଚ୍ଚ ୨୦୧୯ରେ ତାଙ୍କୁ ଆନୁଷ୍ଠାନିକ ଭାବରେ ତାଙ୍କ ଦଳଦ୍ୱାରା ମନୋନୀତ କରାଯାଇଥିଲା ।[]

ଅପ୍ରେଲ ୨୦୧୯ରେ, ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କିଛି ଗୁଜବ ପ୍ରଚାର ହୋଇଥିଲା ।[] ଅନୁରାଧା ଏହାକୁ ଅସ୍ୱୀକାର କରିବା ସହିତ ଜନ ସେନା ଏବଂ ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟଙ୍କୁ ତାଙ୍କ ବିରୋଧରେ ଭୁଲ ତଥ୍ୟ ପ୍ରଚାର କରୁଥିବା କଥା ଅଭିଯୋଗ କରିଥିଲେ ।[][]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଅନୁରାଧା ୧୯୭୨ ମସିହାର ଅକ୍ଟୋବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତା କୃଷ୍ଣମୂର୍ତ୍ତିଙ୍କ ଝିଅ ଥିଲେ ।[] ସେ ଭାରତର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ମାରୁଟେରୁ ଗ୍ରାମରେ ବଡ଼ ହୋଇଥିଲେ ।[]

୧୯୯୧ ମସିହାରେ, ସେ ଶ୍ରୀ ତାଲ୍ଲା ସତ୍ୟନାରାୟଣଙ୍କୁ ବିବାହ କରିଥିଲେ | ସେମାନଙ୍କର ଦୁଇ ଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି ।[]

  1. "చంద్రబాబుని ప్రజలు నమ్మే పరిస్థితి లేదు...కోఆర్ఢినేటర్ చింతా అనురాధ". EEROJU NEWS (in ତେଲୁଗୁ). 12 February 2019. Archived from the original on 23 May 2019. Retrieved 23 May 2019.
  2. Penumala, Nagaraju (21 February 2019). "వైసిపిలో పండుల రవీంద్రబాబుకు సీటు చిక్కులు". Asianet News Network Pvt Ltd (in ତେଲୁଗୁ). Retrieved 23 May 2019.
  3. "అమలాపురం వైసీపీ చింతా అనురాధ ఓడిపోనున్నారా ? జనసేన గెలువనుందా ?". APHerald [Andhra Pradesh Herald] (in ତେଲୁଗୁ). Retrieved 23 May 2019.
  4. "అమలాపురం లోక్‌సభ అభ్యర్థిగా చింతా అనురాధ". Sakshi (in ତେଲୁଗୁ). 17 March 2019. Retrieved 23 May 2019.
  5. ୫.୦ ୫.୧ "Chinta Anuradha Miffed at Withdrawal Rumours". Sakshipost. Retrieved 23 May 2019.
  6. "YSRC nominee threatens to withdraw". Deccan Chronicle. 9 April 2019. Retrieved 23 May 2019.
  7. "కోనసీమ కింగ్ ఎవరో ?". NewsOrbit (in ତେଲୁଗୁ). 4 April 2019. Archived from the original on 23 May 2019. Retrieved 23 May 2019.
  8. ୮.୦ ୮.୧ "Chinta Anuradha About Page". chintaanuradha.com. Archived from the original on 23 May 2019. Retrieved 23 May 2019.