ଚାମର

ଭଗବାନଙ୍କ ସେବାରେ ବ୍ୟବହୃତ ସାମଗ୍ରୀ


ଚାମର, ଭଗବାନଙ୍କ ପୂଜାରେ ବ୍ୟବହାର ହେଉଥିବା ଏକ ସଜ । ଶ୍ରୀମନ୍ଦିରରେ ଠାକୁରଙ୍କ ତିନି ଧୂପ ସମୟରେ ଚାମର ସେବାର ବିଶିଷ୍ଟ ମହତ୍ତ୍ୱ ରହିଛି । ଏହା ଦେବତାମାନଙ୍କର ପୂଜା ବ୍ୟତୀତ ରାଜାମହାରାଜା ମାନଙ୍କ ନିକଟରେ ମଧ୍ୟ ବ୍ୟବହୃତ ହେଉଥିଲା ।[୧]

ପୁରୀର ମଠମାନଙ୍କଦ୍ୱାରା ଚାମର ସେବା ସମ୍ପାଦନା

ନିମ୍ନଲିଖିତ ମଠମାନଙ୍କଦ୍ୱାରା ଜଗନ୍ନାଥ ମନ୍ଦିରରେ ଚାରମ ସେବା ପ୍ରଦାନର ଅଧିକାର ଅଛି ।[୨]

ଏବେ ସେବା ପ୍ରଦାନ କରୁଥିବା ମଠ ସମ୍ପାଦନା

ଏବେ ସେବା ପ୍ରଦାନ କରୁନଥିବା ମଠ ସମ୍ପାଦନା

ଆଧାର ସମ୍ପାଦନା

  1. ଚାମର/ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. 1932. Retrieved 27 June 2023.
  2. ମହୀ ମୋହନ ତ୍ରିପାଠୀ (November 2014). ଶ୍ରୀ ଜଗନ୍ନାଥ (in ଓଡ଼ିଆ) (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୭୭. Retrieved 27 June 2023.{{cite book}}: CS1 maint: unrecognized language (link)