ଚାନ୍ଦ ବାଈ

ଭାରତୀୟ ଓଡ଼ିଆ-ଭାଷୀ ଲେଖିକା

ଚାନ୍ଦ ବାଈ ଜଣେ ପୁରାତନ ଓଡ଼ିଆ କବି ଥିଲେ । ତାଙ୍କର ରଚିତ ମାତ୍ର ଦୁଇଗୋଟି ଭକ୍ତିରସାତ୍ମକ କବିତା ମିଳିଛି । ସେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ କବିତା ଲେଖୁଥିବା ଅନୁମିତ । [୧]

ଚାନ୍ଦ

ବାଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟ୧୫ଶ-୧୬ଶ ଶତାବ୍ଦୀ
ବିଷୟଭକ୍ତି
ସାହିତ୍ୟର ଆନ୍ଦୋଳନଭକ୍ତି ଆନ୍ଦୋଳନ

ଆଧାର ସମ୍ପାଦନା

  1. ଡଃ ନଗେନ୍ଦ୍ରନାଥ ପ୍ରଧାନ - ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନିର୍ଗୁଣଧାରା, ଧର୍ମଗ୍ରନ୍ଥ ଷ୍ଟୋର, କଟକ ।