ଚରଖାରି ଇଷ୍ଟଟ, ବ୍ରିଟିଶ ଶାସନ ସମୟ[୧]ରେ ଏକ ଗଡଜାତ ରାଜ୍ୟ ଥିଲା । ସ୍ୱାଧୀନତା ପରେ ଏହା ଭାରତୀୟ ରାଜ୍ୟ ସମୂହରେ ସାମାର୍ଜିତ ହୋଇ ବର୍ତ୍ତମାନ ଉତ୍ତରପ୍ରଦେଶର ଚରକାୟ ସହର ହିସାବରେ ରହିଛି । 

ଚରଖାରି ଇଷ୍ଟେଟ
चरखारी रियासत
Princely State of British India
1765–1950
Flag Coat of arms
Flag Coat of arms
Location of ଚରଖାରି ଇଷ୍ଟେଟ
Location of ଚରଖାରି ଇଷ୍ଟେଟ
Charkhari Estate in the Imperial Gazetteer of India
History
 •  Established 1765
 •  Accession to the Union of India 1950
Area
 •  1901 ୨,୨୭୯ km2 (୮୮୦ sq mi)
Population
 •  1901 ୧,୨୩,୨୫୪ 
Density ୫୪.୧ /km2  (୧୪୦.୧ /sq mi)
 This article incorporates text from a publication now in the public domainChisholm, Hugh, ed. (1911). "Charkhari". Encyclopædia Britannica Eleventh Edition. Vol. 5 (11th ed.). Cambridge University Press. p. 891. {{cite encyclopedia}}: Invalid |ref=harv (help)

ଇତିହାସ  ସମ୍ପାଦନା

1765 ମସିହାରେ ସୌରଭ ସିଂହ ବୁନ୍ଦେଲା ନାମକ ବୁନ୍ଦେଲା ରାଜପୁତଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ପାନ୍ନା ରାଜବଂଶ ଜଣେ ବଂଶଜ ଥିଲେ । ଚରଖାଇର ଶେଷ ରାଜା ଜାନୁଆରୀ 1, 1950ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ କରିଥିଲେ । [୨]

ଭୌଗୋଳିକ ସ୍ଥିତି ଓ ଜଣ ସଂଖ୍ୟା ସମ୍ପାଦନା

1901 ମସିହା ସମୟରେ ଏହାର ଆୟତନ 2,279 ବର୍ଗ କିଲୋମିଟର ରହିଥିଲା । ଏହାର ଜନସଂଖ୍ୟା 113,254 ଥିଲା ଓ ଜନ ଘନତ୍ୱ 54.1 ପ୍ରତି ବର୍ଗ କିଲୋମିଟର ରହିଥିଲା ।


ଶାସକ ସମୂହ  ସମ୍ପାଦନା

ରାଜା ବିକ୍ରମ ସିଂହଙ୍କ ଅଧୀନରେ ଥିବା ସମୟରେ ଏହା ବ୍ରିଟିଶମାନଙ୍କ କରଡା ରାଜ୍ୟ ରୂପେ ରହିଥିଲା ।[୩]

ରାଜା ସମୂହ  ସମ୍ପାଦନା

  • 1765 - 1782 ଖୁମାନ ସିଂହ 
  • 1782 - Nov 1829  ବିକ୍ରମଜିତ ସିଂହ 
  • 1829 - 1860 ରତନ ସିଂହ 
  • 1860 - 1880 ଯାଇ ସିଂହ ଦେଓ 

ମହାରାଜା ସମୂହ  ସମ୍ପାଦନା

  • 1880 - 6 Jul 1908 ମାଲଖାନ ସିଂହ 
  • 6 Jul 1908 - 1914 ଜୁଇହାର ସିଂହ 
  • 1914 - 5 Oct 1920 ଗଙ୍ଗା ସିଂହ 
  • 1920 - 8 Nov 1941 ଅରିମାନ ସିଂହ 
  • 8 Nov 1941 - 15 Aug 1947 ଯାଏନ୍ଦ୍ର ସିଂହ

ପୁନଶ୍ଚ ପଠନ  ସମ୍ପାଦନା

  • Bundelkhand Agency
  • Political integration of India

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା