ଚନ୍ଦ୍ରକାନ୍ତ ପଣ୍ଡିତ
ଚନ୍ଦ୍ରକାନ୍ତ ସୀତାରାମ ପଣ୍ଡିତ pronunciation (help·info) (ଜନ୍ମ 30 ସେପ୍ଟେମ୍ବର , 1961 ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳି । ସେ ମହାରାଷ୍ଟ୍ରର ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୬ରୁ ୧୯୯୨ ମଧ୍ୟରେ ଭାରତ ପାଇଁ ସେ ୫ ଟେଷ୍ଟ ସହ ୩୬ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Chandrakant Sitaram "Chad" Pandit | |||||||||||||||||||||||||||||||||||||||
ଜନ୍ମ | Did not recognize date. Try slightly modifying the date in the first parameter. (age Error: Need valid year, month, day) Bombay, Maharashtra, India | |||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | - | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
କ୍ରିକେଟ ଜୀବନ
ସମ୍ପାଦନାଚନ୍ଦ୍ରକାନ୍ତ ପଣ୍ଡିତ ଜଣେ ଷ୍ଟ୍ରୋକ ଖେଳାଳି ଓ ୱିକେଟ କିପର ଭାବରେ ଘରେଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ ପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ୮୦ ଦଶକରେ ଭାରତୀୟ ଦଳର ୱିକେଟ କିପର ଶୟଦ କିରିମାନିଙ୍କ ପରେ ତାଙ୍କ ସ୍ଥାନ ଗ୍ରହଣ କରିବାକୁ ଅନେକ ଆଶାୟୀ ବିକେତକିପର ଥିବା ବେଳେ ଚନ୍ଦ୍ରକାନ୍ତ ତାଙ୍କର ଉନ୍ନତ ବ୍ୟାଟିଂ ପାଇଁ ଅଗ୍ରାଧିକାର ପାଇଥିଲେ । କିନ୍ତୁ ସେ ଖେଳିଥିବା ୫ଟି ଟେଷ୍ଟ ମଧ୍ୟରୁ ସେ ୩ଟି କେବଳ ବେଟସମେନ ଭାବରେ ଖେଳିଥିଲେ । କିରଣ ମୋରଙ୍କୁ ସେତେବେଳେ ୱିକେଟ କିପର କରା ଯାଇଥିଲା । ତେବେ ଏକଦିବସୀୟ ଦଳରେ ସେ ୱିକେଟ କିପର-ବେତସମେନ ଭାବରେ ସ୍ଥାନ ପାଇ ୩୫ଟି ମେଚ ଖେଳିଥିଲେ । ମୁମ୍ବାଇ ଦଳ ପାଇଁ ମଧ୍ୟ ସେ ଭଲ ଖେଳି ୨୦୦୩ ଓ ୨୦୦୪ରେ ରଣଜୀ ଟ୍ରଫି ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । [୨]
ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ସେ ମୁମ୍ବାଇ ଦଳର କୋଚ ହିସାବରେ କାର୍ଯ୍ୟ କରିଥିଲେ । ସେ ୨୦୧୩ ମସିହା ପାଇଁ ସର୍ବ ଭାରତ ଜୁନିଅର କ୍ରିକେଟ ଚୟନ କମିଟିର ଚେଯାରମେନ ରହିଥିଲେ ।[୩]
ଆଧାର
ସମ୍ପାଦନା- ↑ Cricinfo profile
- ↑ http://www.espncricinfo.com/india/content/player/32179.html
- ↑ Connor Williams