ଚନ୍ଦ୍ରକାନ୍ତ ପଣ୍ଡିତ
ଚନ୍ଦ୍ରକାନ୍ତ ସୀତାରାମ ପଣ୍ଡିତ pronunciation (help·info) (ଜନ୍ମ 30 ସେପ୍ଟେମ୍ବର , 1961 ) ଜେନ ପ୍ରକ୍ତାନ ଭାରତୀୟ କ୍ରିକେଟ ଖେଳାଳି । ସେ ମହାରାଷ୍ଟ୍ରର ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୬ରୁ ୧୯୯୨ ମଧ୍ୟରେ ଭାରତ ପାଇଁ ସେ ୫ ଟେଷ୍ଟ ସହ ୩୬ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ ।
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Chandrakant Sitaram "Chad" Pandit | |||
ବ୍ୟାଟିଂ ପ୍ରକାର | Right-hand bat | |||
ବୋଲିଂ ପ୍ରକାର | - | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Tests | ODIs | ||
ମ୍ୟାଚ | 5 | 36 | ||
ରନ | 171 | 290 | ||
ବ୍ୟାଟିଂ ଆଭରେଜ | 24.42 | 20.71 | ||
ଶତକ/ଅର୍ଦ୍ଧଶତକ | -/- | -/- | ||
ସବୁଠୁ ବେଶି ସ୍କୋର | 39 | 33* | ||
ଡେଲିଭରି ବଲ | - | - | ||
ଉଇକେଟ | - | - | ||
Bowling average | - | - | ||
5 wickets in innings | - | - | ||
10 wickets in match | - | n/a | ||
Best bowling | - | - | ||
Catches/stumpings | 14/2 | 15/15 | ||
Source: [[[Cricinfo]][୧]], 4 February |
କ୍ରିକେଟ ଜୀବନସମ୍ପାଦନ କରନ୍ତୁ
ଚନ୍ଦ୍ରକାନ୍ତ ପଣ୍ଡିତ ଜଣେ ଷ୍ଟ୍ରୋକ ଖେଳାଳି ଓ ୱିକେଟ କିପର ଭାବରେ ଘରେଇ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ ପରେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ୮୦ ଦଶକରେ ଭାରତୀୟ ଦଳର ୱିକେଟ କିପର ଶୟଦ କିରିମାନିଙ୍କ ପରେ ତାଙ୍କ ସ୍ଥାନ ଗ୍ରହଣ କରିବାକୁ ଅନେକ ଆଶାୟୀ ବିକେତକିପର ଥିବା ବେଳେ ଚନ୍ଦ୍ରକାନ୍ତ ତାଙ୍କର ଉନ୍ନତ ବେଟିଙ୍ଗ ପାଇଁ ଅଗ୍ରାଧିକାର ପାଇଥିଲେ । କିନ୍ତୁ ସେ ଖେଳିଥିବା ୫ଟି ଟେଷ୍ଟ ମଧ୍ୟରୁ ସେ ୩ଟି କେବଳ ବେଟସମେନ ଭାବରେ ଖେଳିଥିଲେ । କିରଣ ମୋରଙ୍କୁ ସେତେବେଳେ ୱିକେଟ କିପର କରା ଯାଇଥିଲା । ତେବେ ଏକଦିବସୀୟ ଦଳରେ ସେ ୱିକେଟ କିପର-ବେତସମେନ ଭାବରେ ସ୍ଥାନ ପାଇ ୩୫ଟି ମେଚ ଖେଳିଥିଲେ । ମୁମ୍ବାଇ ଦଳ ପାଇଁ ମଧ୍ୟ ସେ ଭଲ ଖେଳି ୨୦୦୩ ଓ ୨୦୦୪ରେ ରଣଜୀ ଟ୍ରଫି ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । [୨]
ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ସେ ମୁମ୍ବାଇ ଦଳର କୋଚ ହିସାବରେ କାର୍ଯ୍ୟ କରିଥିଲେ । ସେ ୨୦୧୩ ମସିହା ପାଇଁ ସର୍ବ ଭାରତ ଜୁନିଅର କ୍ରିକେଟ ଚୟନ କମିଟିର ଚେଯାରମେନ ରହିଥିଲେ ।[୩]
ଆଧାର ସମୂହ ସମ୍ପାଦନ କରନ୍ତୁ
- ↑ Cricinfo profile
- ↑ http://www.espncricinfo.com/india/content/player/32179.html
- ↑ Connor Williams