ଚନ୍ଦନ ଆନନ୍ଦ

ଭାରତୀୟ ଅଭିନେତା

ଚନ୍ଦନ କେ ଆନନ୍ଦ (ଜନ୍ମ: ୨୩ ଅକ୍ଟୋବର ୧୯୮୦) ଜଣେ ଭାରତୀୟ ଅଭିନେତା ଯିଏକି ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରନ୍ତି ।[୧][୨]

ଚନନ୍ଦ ଆନନ୍ଦ
ଜନ୍ମ (1980-10-23) ୨୩ ଅକ୍ଟୋବର ୧୯୮୦ (ବୟସ ୪୩)
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ

ଅଭିନୟ ଜୀବନ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ମିଷ୍ଟର୍ ୟା ମିସ୍ ଲିଫ୍ଟ ମ୍ୟାନ୍
୨୦୦୭ କାଫିଲା ଦୀପ୍ ସିଂ
୨୦୦୭ ଚୈନ୍ କୁଲି କି ମେନ୍ କୁଲି
୨୦୦୯ ଲଭ୍ ଆଜ୍ କଲ୍
୨୦୦୯ ଆଲୁ ଚାଟ୍
୨୦୧୬ ପରଚେଦ୍ [୩]
୨୦୧୯ ଦି ବଡି
୨୦୨୦ ଗୁଞ୍ଜନ ସକ୍ସେନା: ଦି କାର୍ଗିଲ୍ ଗାର୍ଲ [୪]
୨୦୨୪ ଫାଇଟର୍

ଦୂରଦର୍ଶନ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୦୯-୨୦୧୦ ୟେ ପ୍ୟାର୍ ନା ହୋଗା କମ୍ ଓମି କଲର୍ସ ଟିଭି
୨୦୧୩-୨୦୧୪ ଦି ଆଡ୍‌ଭେଞ୍ଚର୍ ଅଫ୍ ହାତିମ୍ ଲାଇଫ୍ ଓକେ [୫]
୨୦୧୪-୨୦୧୫ ଧର୍ମଶାସ୍ତ୍ର ଯୁଧିଷ୍ଠିର ଏପିକ୍ ଟିଭି
୨୦୧୫ ରବୀନ୍ଦ୍ରନାଥ ଠାକୁରଙ୍କ କାହାଣୀ ଏପିକ୍ ଟିଭି
୨୦୧୫-୨୦୧୬ ଭାଗେରେ ମନ୍ ରାଘବ ଜିନ୍ଦେଗୀ
୨୦୧୭ ପ୍ରେମ ୟା ପହେଲି - ଚନ୍ଦ୍ରକାନ୍ତା କ୍ରୁର ସିଂହ ଲାଇଫ୍ ଓକେ
୨୦୧୯ ଝାନ୍‌ସି କି ରାନୀ ଘୌସ୍ ଖାନ୍ କଲର୍ସ ଟିଭି
୨୦୨୦-୨୦୨୧ ବାରିଷ୍ଟର ବାବୁ ବିନୟ ରାୟ ଚୌଧୁରୀ କଲର୍ସ ଟିଭି
୨୦୨୨ ମିଟ୍: ବଦଲେଗି ଦୁନିୟା କି ରୀତ୍ ଅଭୟ ରାଣା ଜି ଟିଭି
୨୦୨୨-୨୦୨୩ ଅଲି ବାବା ସଦ୍ଦାମ ସୋନି ସବ୍
୨୦୨୨-୨୦୨୩ ଦୁର୍ଗା ଔର୍ ଚାରୁ ବିନୟ ରାୟ ଚୌଧୁରୀ କଲର୍ସ ଟିଭି

ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୧୯ ରଙ୍ଗବାଜ୍ ରଞ୍ଜନ ତିୱାରୀ ଜୀ ୫
୨୦୨୩ କ୍ଲାସ୍ ସୁରଜ ଅହୁଜା ନେଟଫ୍ଲିକ୍ସ [୬][୭][୮]
୨୦୨୩ କ୍ୟାମ୍ପସ୍ ବିଟ୍ସ ସେଖାୱତ୍ ଆମାଜନ୍ ପ୍ରାଇମ୍ ଭିଡ଼ିଓ

ଆଧାର ସମ୍ପାଦନା

  1. "Parched is like a milestone in my career - Chandan K Anand". Pandolin (in ଆମେରିକୀୟ ଇଂରାଜୀ). 2016-03-01. Archived from the original on 1 April 2019. Retrieved 2019-04-02.
  2. "Chandan Anand - Movies, Biography, News, Age & Photos". BookMyShow. Retrieved 2019-04-02.
  3. @GHPMumbai (2017-11-16). "Chandan Anand: Celebrity from Goregaon". GHP Mumbai (in ଆମେରିକୀୟ ଇଂରାଜୀ). Archived from the original on 2019-04-02. Retrieved 2019-04-02.
  4. "I look at the craft of acting in a very different perspective, says Chandan K Anand". Hindustan Times (in ଇଂରାଜୀ). 2020-09-01. Retrieved 2020-11-30.
  5. "These 5 new actors had a great 2018 on both the big and the small screen - Times of India". The Times of India (in ଇଂରାଜୀ). Retrieved 2019-04-02.
  6. Suthar, Author: Manisha (2018-11-09). "Chandan Anand joins the cast of ZEE5's next Original, Rangbaaz". IWMBuzz (in ଆମେରିକୀୟ ଇଂରାଜୀ). Retrieved 2020-11-30. {{cite web}}: |first= has generic name (help)
  7. Tanna, Amrita (2019-01-20). "Chandan K Anand: "I can say I am a blessed actor"". BizAsia | Media, Entertainment, Showbiz, Brit, Events and Music (in ବ୍ରିଟିଶ୍‌ ଇଂରାଜୀ). Retrieved 2020-11-30.
  8. Gaikwad, Pramod (2019-02-07). "The only struggle in life is to save yourself from losing your own identity: Chandan Anand [Exclusive]". www.ibtimes.co.in (in english). Retrieved 2020-11-30.{{cite web}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା