ଯୁକ୍ଲିଡୀୟ ଜ୍ୟାମିତି ଅନୁସାରେ ଚତୁର୍ଭୁଜ ହେଉଛି, ଚାରି 'ବାହୁ' ଓ ଚାରି 'କୋଣ' ଥିବା ଏକ ବହୁଭୂଜ । ଏହା ସରଳ (କୌଣସି ବାହୁ ପରସ୍ପରକୁ ଛେଦ କରିନଥାନ୍ତି) କିମ୍ବା ଜଟିଳ (କୌଣସି ଦୁଇ ବାହୁ ପରସ୍ପରକୁ ଛେଦ କରିଥାନ୍ତି) ହେଇପାରେ । ସରଳ ଚତୁର୍ଭୁଜ, ଉତ୍ତଳ କିମ୍ବା ଅବତଳ ହେଇପାରେ ।

Quadrilateral
Six Quadrilaterals.svg
Six different types of quadrilaterals
Edges and vertices4
Schläfli symbol{4} (for square)
Areavarious methods;
see below
Internal angle (degrees)90° (for square and rectangle)

ଏହାର ଚାରି କୋଣର ସମଷ୍ଟି:

ଉତ୍ତଳ ଚତୁର୍ଭୁଜସମ୍ପାଦନ କରନ୍ତୁ

ଅବତଳ ଚତୁର୍ଭୁଜସମ୍ପାଦନ କରନ୍ତୁ

ଗାଣିତିକ ସମାଧାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ