ଚଣ୍ଡିକା ସ୍ଥାନ
ଚଣ୍ଡିକା ସ୍ଥାନ, ଭାରତୀୟ ରାଜ୍ୟ ବିହାରର ମୁଙ୍ଗେରଠାରେ ଥିବା ଏକ ଧାର୍ମିକ ସ୍ଥଳ । ଏହା ଭାରତରେ ଥିବା 51ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ । ମୁଙ୍ଗେର ସହରରୁ ଏହା ମାତ୍ର 2 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏହି ଅଞ୍ଚଳ ପାଇଁ ଏକା ଅତି ପବିତ୍ର ପୀଠ ହିସାବରେ ପରିଚିତ ।
Chandika Asthan | |
---|---|
ନାମ | |
ଅନ୍ୟ ନାମ | sati pith |
ମୂଳ ନାମ | Chandika Sthan |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 25°23′N 86°30′E / 25.383°N 86.500°ECoordinates: 25°23′N 86°30′E / 25.383°N 86.500°E |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Munger |
ଇତିହାସ ଓ ପାଳନ | |
ୱେବସାଇଟ | munger.nic.in/religious.html |
କିମ୍ବଦନ୍ତୀ ସମ୍ପାଦନ କରନ୍ତୁ
ରାଜା କର୍ଣସମ୍ପାଦନ କରନ୍ତୁ
ଅଙ୍ଗ ରାଜ୍ୟର ରାଜା ମହାଦାନୀ କର୍ଣ ଏଠାରେ ଚଣ୍ଡୀ ମାତାଙ୍କୁ ଦୈନିକ ତପସ୍ୟା କରିଥିଲେ । ମାଁ ତାଙ୍କୁ ଅଞ୍ଚଳର ଦରିଦ୍ରଙ୍କୁ ବଣ୍ଟନ କରିବାକୁ 60 କିଲୋଗ୍ରାମ ସ୍ୱର୍ଣ ଦେଇଥିଲେ ବୋଲି ଲୋକବାଦରେ ରହିଛି ।
ଅବସ୍ଥିତି ସମ୍ପାଦନ କରନ୍ତୁ
ମୁଙ୍ଗେରର ବସୁଦେବପୁର ଠାରୁ ଏହା ମାତ୍ର 1 କିଲୋମିଟର ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ମୁଙ୍ଗେର ଜଙ୍କସନ ଓ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ ।
ଆଧାର ସମୂହ ସମ୍ପାଦନ କରନ୍ତୁ
ଚଣ୍ଡିକା ସ୍ଥାନ ଶକ୍ତି ପୀଠ ସମ୍ପାଦନ କରନ୍ତୁ
- ↑ (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418. Cite has empty unknown parameter:
|locale=
(help) - ↑ (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160. Cite has empty unknown parameter:
|locale=
(help) - ↑ "Kottiyoor Devaswam Temple Administration Portal". kottiyoordevaswom.com/. Kottiyoor Devaswam. Retrieved 20 July 2013.