ଚଣ୍ଡିକା ସ୍ଥାନ
ଭାରତର ଏକ ହିନ୍ଦୁ ମନ୍ଦିର
ଚଣ୍ଡିକା ସ୍ଥାନ, ଭାରତୀୟ ରାଜ୍ୟ ବିହାରର ମୁଙ୍ଗେରଠାରେ ଥିବା ଏକ ଧାର୍ମିକ ସ୍ଥଳ । ଏହା ଭାରତରେ ଥିବା 51ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ । ମୁଙ୍ଗେର ସହରରୁ ଏହା ମାତ୍ର 2 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏହି ଅଞ୍ଚଳ ପାଇଁ ଏକା ଅତି ପବିତ୍ର ପୀଠ ହିସାବରେ ପରିଚିତ ।
Chandika Asthan | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Munger |
Location | |
Country | India |
Website | |
munger.nic.in/religious.html |
କିମ୍ବଦନ୍ତୀ
ସମ୍ପାଦନାରାଜା କର୍ଣ
ସମ୍ପାଦନାଅଙ୍ଗ ରାଜ୍ୟର ରାଜା ମହାଦାନୀ କର୍ଣ ଏଠାରେ ଚଣ୍ଡୀ ମାତାଙ୍କୁ ଦୈନିକ ତପସ୍ୟା କରିଥିଲେ । ମାଁ ତାଙ୍କୁ ଅଞ୍ଚଳର ଦରିଦ୍ରଙ୍କୁ ବଣ୍ଟନ କରିବାକୁ 60 କିଲୋଗ୍ରାମ ସ୍ୱର୍ଣ୍ଣ ଦେଇଥିଲେ ବୋଲି ଲୋକବାଦରେ ରହିଛି ।
ଅବସ୍ଥିତି
ସମ୍ପାଦନାମୁଙ୍ଗେରର ବସୁଦେବପୁର ଠାରୁ ଏହା ମାତ୍ର 1 କିଲୋମିଟର ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ମୁଙ୍ଗେର ଜଙ୍କସନ ଓ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ ।
ଆଧାର
ସମ୍ପାଦନାଚଣ୍ଡିକା ସ୍ଥାନ ଶକ୍ତି ପୀଠ
ସମ୍ପାଦନା- ↑ (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418.
{{cite book}}
:|last=
has generic name (help); Check|first=
value (help); Cite has empty unknown parameter:|locale=
(help) - ↑ (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160.
{{cite book}}
:|last=
has generic name (help); Check|first=
value (help); Cite has empty unknown parameter:|locale=
(help) - ↑ "Kottiyoor Devaswam Temple Administration Portal". kottiyoordevaswom.com/. Kottiyoor Devaswam. Retrieved 20 July 2013.