ଘୁଗନି ଏକ ସ୍ନାକ ଫୁଡ଼ / ଜଳଖିଆ ଅଟେ, ଯାହା ପୂର୍ବ ଭାରତ (ଆସାମ, ବଙ୍ଗଳାଦେଶ, ବିହାର, ଓଡ଼ିଶା)ରେ ପ୍ରସିଦ୍ଧ ଅଟେ । କଳା ଚଣା କିମ୍ବା ଧଳା /ନୀଳ ରଙ୍ଗର ଶୁଖିଲା ମଟରକୁ ଗ୍ରେଭି କରାଯାଇଥାଏ ।[୧] ପାରମ୍ପରିକ ପୂର୍ବ ଭାରତ ଶୈଳୀରେ ଏହା ଭାତ ସହିତ ପରସା ଯାଏ, [୨] ( କୁରମୁରା ) ଏବଂ ଗରମ ପକୋଡା ସହିତ ପରସା ଯାଏ । ଏହା ପୁରି ସହିତ ମଧ୍ୟ ପରସା ଯାଏ, କିଛି ସଂସ୍କରଣରେ ମାଂସ ମଧ୍ୟ ସାମିଲ ରହିଛି, ଯେପରି ମେମନେ ।[୧] ଏହା କଲିକତାରେ ଏକ ସାମାନ୍ୟ ଏବଂ ଶସ୍ତା ଭୋଜନ ଅଟେ ।[୧] ମଙ୍ଗଶେର ଘୁଗନିକୁ ଏକ କଲିକତା ଟ୍ରେଣ୍ଡମାର୍କ ରୂପେ ବର୍ଣ୍ଣିତ କରାଯାଇଛି ।[୧]

ଘୁଗନି
ମୂଳ ସ୍ଥାନଭାରତ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Try ghugni instead of chili". The Poughkeepsie Journal. February 2, 2015. Retrieved May 9, 2015.
  2. Majumdar, B. (2013). Cooking On The Run. HarperCollins India. ISBN 978-93-5029-945-6.