ଗ୍ଲାଇବେନ‌କ୍ଲାମାଇଡ

ରାସାୟନିକ ପଦାର୍ଥ

ଗ୍ଲାଇବେନ‌କ୍ଲାମାଇଡ (ଇଂରାଜୀ ଭାଷାରେ Glibenclamide) ଅନ୍ୟ ନାମ ଗ୍ଲାଇବୁରାଇଡ/ glyburide) ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧] ଏହି ଔଷଧ ସ‌ହିତ ଉପ‌ଯୁକ୍ତ ଖାଦ୍ୟ ଓ ବ୍ୟାୟାମ କରିବାକୁ ସୁପାରିସ କରାଯାଏ ।[୧] ଏହା ସ‌ହିତ ଅନ୍ୟାନ୍ୟ ମଧୁମେହ ଔଷଧ (antidiabetic medication) ଦିଆଯାଇପାରେ ।[୧] ଏହା ମଧୁମେହ ଟାଇପ ୧ରେ ଏକ‌କ ଭାବରେ ଦିଆଯାଏ ନାହିଁ ।[୧] ଏହା ପାଟିରେ ଦିଆଯାଏ । [୧]

ଗ୍ଲାଇବେନ‌କ୍ଲାମାଇଡ
Clinical data
Trade namesDiabeta, Flycron, others[୧]
SynonymsGlyburide (USAN US)
AHFS/Drugs.commonograph
MedlinePlusa684058
data
Pregnancy
category
  • AU: C
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
Pharmacokinetic data
Protein bindingExtensive
MetabolismLiver hydroxylation (CYP2C9-mediated)
Elimination half-life10 hours
ExcretionKidney and biliary
Identifiers
  • 5-chloro-N-[2-[4-(cyclohexylcarbamoylsulfamoyl)
    phenyl]ethyl]-2-methoxybenzamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.030.505 Edit this at Wikidata
Chemical and physical data
FormulaC23H28ClN3O5S
Molar mass494.004 g/mol
3D model (JSmol)
Melting point169 to 170 °C (336 to 338 °F)
  • O=C(NC1CCCCC1)NS(=O)(=O)c2ccc(cc2)CCNC(=O)c3cc(Cl)ccc3OC
  • InChI=1S/C23H28ClN3O5S/c1-32-21-12-9-17(24)15-20(21)22(28)25-14-13-16-7-10-19(11-8-16)33(30,31)27-23(29)26-18-5-3-2-4-6-18/h7-12,15,18H,2-6,13-14H2,1H3,(H,25,28)(H2,26,27,29) checkY
  • Key:ZNNLBTZKUZBEKO-UHFFFAOYSA-N checkY
  (verify)

ଗ୍ଲାଇବେନ‌କ୍ଲାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ଛାତିଜ୍ୱାଳା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମାଅଳ୍ପ ରକ୍ତ ଶର୍କରା (low blood sugar) ହୋଇପାରେ ।[୧] ଗର୍ଭାବସ୍ଥାରେ ଦିଆଯାଏ ନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଇପାରେ । [୨] ଏହା ସଲଫୋନିଲୁରିଆ (sulfonylurea) ଶ୍ରେଣୀରେ ଏକ ଔଷଧ ଯାହା ଅଗ୍ନାଶୟରୁ (pancreas) ଅଧିକ ଇନସୁଲିନ (insulin) କ୍ଷରଣ କରାଏ ।[୧]

ଗ୍ଲାଇବେନ‌କ୍ଲାମାଇଡ ସନ ୧୯୬୯ରେ ପେଟେଣ୍ଟ ହେବା ପରେ ସନ ୧୯୮୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩][୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩.୨୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨.୫୦ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୬ରେ ଏହାର ୩ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୭୨ତମ ସ୍ଥାନରେ ଥଲା ।[୫]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Glyburide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 692. ISBN 9780857113382.
  3. Diabetes in Clinical Practice: Questions and Answers from Case Studies. John Wiley & Sons. 2007. p. 342. ISBN 9780470059135.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା