ଗ୍ରାଣ୍ଡ ହୋଟେଲ କାଠମାଣ୍ଡୁ

ଗ୍ରାଣ୍ଡ ହୋଟେଲ କାଠମାଣ୍ଡୁ ନେପାଳର କାଠମାଣ୍ଡୁ ସହରରେ ଅବସ୍ଥିତ ଏକ ହୋଟେଲ।, ଏହା ନଗରର ପଶ୍ଚିମ ଭାଗରେ ତାଚାଚଳର ରେଡ଼ କ୍ରସ ପଥରେ କାଠମାଣ୍ଡୁ ଯାନ୍ତ୍ରିକ ମହାବିଦ୍ୟାଳୟ ନିକଟରେ ଅବସ୍ଥିତ। ଏହା ଏକ ଶ୍ୱେତ ଓ ଲୋହିତ ବର୍ଣର କୋଠା ଓ ନେପାଳର ସର୍ବୋଚ୍ଚ ହୋଟେଲ। ହୋଟେଲରେ ୯୧ଟି କୋଠରୀ ଓ ୭ଟି ଅନ୍ୟାନ୍ୟ ବ୍ୟବସ୍ଥା ରହିଛି।

ଗ୍ରାଣ୍ଡ ହୋଟେଲ କାଠମାଣ୍ଡୁ
ଗ୍ରାଣ୍ଡ ହୋଟେଲ କାଠମାଣ୍ଡୁ is located in Nepal
ଗ୍ରାଣ୍ଡ ହୋଟେଲ କାଠମାଣ୍ଡୁ
ଅବସ୍ଥାନ ରେଡ଼ କ୍ରସ ରୋଡ଼, ତାଚଚଲ, କାଠମାଣ୍ଡୁ, ନେପାଳ
ଦିଗବାରେଣି 27°41′55″N 85°17′27″E / 27.69861°N 85.29083°E / 27.69861; 85.29083
କୋଠରୀ ୯୧
ସୁଇଟ
ବେବସାଇଟ Official site

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା