ଗୌରୀ ମୌଲେଖୀ ଭାରତର ଜଣେ ପଶୁ କଲ୍ୟାଣ କାର୍ଯ୍ୟକର୍ତ୍ତା ଅଟନ୍ତି ।[୧][୨] ସେ ଲୋକ ସଭା ସାଂସଦର ସଦସ୍ୟ ଶ୍ରୀମତୀ ମେନକା ଗାନ୍ଧୀଙ୍କଦ୍ୱାରା ପ୍ରତିଷ୍ଠିତ ଭାରତର ସବୁଠାରୁ ବଡ଼ ପଶୁ କଲ୍ୟାଣ ସଂଗଠନ "ପିପୁଲ ଫର ଆନିମାଲ"ର ଟ୍ରଷ୍ଟି ଅଟନ୍ତି । ଶ୍ରୀମତୀ ଗାନ୍ଧୀଙ୍କ ଜଣେ ଶିଷ୍ୟ ଭାବରେ ସେ ଗୋରୁ ବଳିଦାନ ଅଭ୍ୟାସ ବିରୁଦ୍ଧରେ ଏକ ଅଭିଯାନ ସମେତ ପଶୁ ଅଧିକାର ପାଇଁ ସଫଳ ଅଭିଯାନର ନେତୃତ୍ୱ ନେଇଛନ୍ତି ।[୩][୪][୫][୬] [୭][୮][୯][୧୦][୧୧]

ଗୌରୀ ମୌଲେଖୀ
ଗୌରୀ ମୌଲେଖୀ ୨୦୧୭ ମସିହାରେ ନାରୀ ଶକ୍ତି ପୁରସ୍କର ଗ୍ରହଣ କରୁଛନ୍ତି
ଜାତୀୟତାଭାରତୀୟ
ପ୍ରସିଦ୍ଧିପଶୁ ଅଧିକାର କାର୍ଯ୍ୟକର୍ତ୍ତା

ପୃଷ୍ଠଭୂମି ସମ୍ପାଦନା

ଗୌରୀ ମୌଲେଖୀ ୧୯୯୫ ମସିହାରେ ଲକ୍ଷ୍ନୌରେ "ପିପୁଲ୍ ଫର୍ ଆନିମଲ୍ସ" ପାଇଁ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯେଉଁଠାରେ ସେ ସହରରେ ପ୍ରଥମ ପଶୁ ଆଶ୍ରୟସ୍ଥଳୀ ସ୍ଥାପନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଆଶ୍ରୟସ୍ଥଳ ପାଇଁ ପାଣ୍ଠି ସଂଗ୍ରହ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ । ପରିତ୍ୟକ୍ତ କୁକୁରମାନଙ୍କର ଥଇଥାନ ପାଇଁ ଏବଂ ପଶୁମାନଙ୍କ ପାଇଁ ପଶୁ ଆମ୍ବୁଲାନ୍ସ ସେବାର ସମନ୍ୱୟ ରକ୍ଷା କରିଥିଲେ ।

ଆଧାର ସମ୍ପାଦନା

  1. V.N., Aswin (2015-10-09). "A voice for the voiceless". The Hindu (in Indian English). ISSN 0971-751X. Retrieved 2018-03-11.
  2. "Gauri Maulekhi, the woman behind new cattle sale law". theweek.in. Archived from the original on 2018-03-12. Retrieved 2018-03-11.
  3. "You can buy cattle for slaughter from farms: Meet Gauri Maulekhi, the woman behind the new Cattle sale law". The Financial Express (in ଆମେରିକୀୟ ଇଂରାଜୀ). 2017-05-31. Retrieved 2018-03-11.
  4. "HC seeks govt response on murga mandi plea". The Hindu (in Indian English). 2018-02-10. ISSN 0971-751X. Retrieved 2018-03-11.
  5. Kapur, Manavi (2017-07-21). "Gauri Maulekhi, the force behind the cattle legislation". Business Standard India. Retrieved 2018-03-11.
  6. "Gauri Maulekhi, Author at Firstpost". www.firstpost.com. Retrieved 2018-03-11.
  7. "Gauri Maulekhi". Down To Earth (in ଇଂରାଜୀ). Archived from the original on 2018-03-12. Retrieved 2018-03-11.
  8. "Animal Law Training Program" (PDF). hsi.org.
  9. "Watch: Gauri Maulekhi on the Controversial Cattle Trade Ban". The Quint (in ଇଂରାଜୀ). Retrieved 2018-03-11.
  10. Mishra, Sonali (June 23, 2022). "Uttarakhand HC asks state to list measures to protect equines on pilgrimage routes". The Times of India (in ଇଂରାଜୀ). Retrieved 2022-07-10.
  11. "Rights activist sends legal notice to Hansraj College over cow centre". The Times of India (in ଇଂରାଜୀ). February 10, 2022. Retrieved 2022-07-10.