ଗୌରବ ବଜାଜ
ଭାରତୀୟ ଅଭିନେତା
ଗୌରବ ବଜାଜ (ଜନ୍ମ: ୬ ଅପ୍ରେଲ ୧୯୯୭) ଜଣେ ଭାରତୀୟ ଅଭିନେତା ଓ ମଡେଲ ।[୧] ସେ ହିନ୍ଦୀ କଥାଚିତ୍ର ଓ ଧାରାବାହିକ ଆଦିରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରର ଲେଖକ ତଥା ପ୍ରଯୋଜକ ଭାବରେ ମଧ୍ୟ କାମ କରିଛନ୍ତି ।
ଗୌରବ ବଜାଜ | |
---|---|
ଜନ୍ମ | ଗୌରବ ବଜାଜ ୬ ଅପ୍ରେଲ ୧୯୯୭ |
ବୃତ୍ତି(ସମୂହ) | ଅଭିନେତା, ମଡେଲ୍ |
ଜନ୍ମ
ସମ୍ପାଦନାସେ ୧୯୯୭ ମସିହାର ଅପ୍ରେଲ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ଫିର୍ କଭି
- ଦହେକ୍: ଏ ରେଷ୍ଟଲେସ୍ ମାଇଣ୍ଡ୍
- କିର୍କିଟ୍
- ଭ୍ରୁମ୍
ଦୂରଦର୍ଶନ
ସମ୍ପାଦନାବର୍ଷ | ଶୀର୍ଷକ | ଚରିତ୍ର ନାମ |
ଭୂମିକ |
---|---|---|---|
୨୦୧୩ | ୟେ ହୈ ଆଶିକି - ପ୍ରଥମ ଭାଗ (୨ୟ ଅଧ୍ୟାୟ: "ଟିପ୍ ଟିପ୍ ବରଷେ ପ୍ୟାର୍") | ବିନୟ | ମୁଖ୍ୟ ଭୂମିକା |
୨୦୧୪ | ଇସ୍କ କିଲ୍ସ୍ | ||
ଲଭ୍ ବାଏ ଚାନ୍ସ |
ଆଧାର
ସମ୍ପାଦନା- ↑ "From modelling to Bollywood". The Hindu. 1 June 2009. Archived from the original on 8 June 2009. Retrieved 16 January 2011.
- "Happy to play a gay". The Times of India. 12 April 2009. Archived from the original on 4 November 2012. Retrieved 16 January 2011.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୌରବ ବଜାଜ