ଗୌତମ ଗୁପ୍ତା
ଭାରତୀୟ ଦୂରଦର୍ଶନ ଅଭିନେତା
ଗୌତମ ଗୁପ୍ତା ଜଣେ ଭାରତୀୟ ଅଭିନେତା ତଥା ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ତାଙ୍କୁ ଶେଷ ଥର ପାଇଁ ଷ୍ଟାର ପ୍ଲସରେ ପ୍ରସାରିତ ବାଲାଜୀ ଟେଲିଫିଲ୍ମସଦ୍ୱାରା ନିର୍ମିତ ଦୂରଦର୍ଶନ ଧାରାବାହିକ କୁଛ୍ ତୋ ହୈ ତେରେ ମେରେ ଦରମିଆଁରେ କାମ କରିଥିଲେ ।[୩] ସେ ହେଲୋ ବ୍ରଦର୍, କାର୍ବନ, ୟଙ୍ଗରାଡା ଭଳି କଥାଚିତ୍ରରେ କାମ କରିବା ସହିତ ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଗୋରେ ଅଭିନୟ କରିଥିଲେ ।
ଗୌତମ ଗୁପ୍ତା | |
---|---|
ଜନ୍ମ | [୧] | ୧୩ ଅପ୍ରେଲ ୧୯୮୮
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ବୈବାହିକ-ସାଥୀ | ସ୍ମୃତି ଖାନ୍ନା (୨୦୧୭ – ଏବେଯାଏଁ) |
ସନ୍ତାନ | ୧[୨] |
ଅଭିନୟ ଜୀବନ
ସମ୍ପାଦନାଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୦୭: ଗୋ (ଅଭୟ ନାରୁଲା)
ପ୍ରଯୋଜନା/ଅନ୍ୟାନ୍ୟ କାର୍ଯ୍ୟ
ସମ୍ପାଦନା- ୧୯୯୯: ହେଲୋ ବ୍ରଦର୍
- ୨୦୧୭: କାର୍ବନ୍ (ପ୍ରଯୋଜକ)
- ୨୦୧୮: ୟଙ୍ଗ୍ଗାର୍ଡ଼ (ପ୍ରଯୋଜକ)
ଦୂରଦର୍ଶନ
ସମ୍ପାଦନା- ୨୦୧୪-୨୦୧୫: ମେରି ଆଶିକି ତୁମ୍ସେ ହୈ
- ୨୦୧୫-୨୦୧୬: କୁଛ୍ ତୋ ହୈ ତେରେ ମେରେ ଦରମିଆଁ
- ୨୦୧୬: ବକ୍ସ କ୍ରିକେଟ୍ ଲିଗ୍
ବ୍ୟକ୍ତିଗତ ଜୀବନ
ସମ୍ପାଦନାଗୌତମଙ୍କ ପରିବାର କଥାଚିତ୍ର ଜଗତ ସହିତ ଜଡ଼ିତ । ତାଙ୍କ ବାପା ସୁଶୀଲ ଗୁପ୍ତା ଏକ ପ୍ରଡ଼କ୍ସନ କମ୍ପାନୀର ମାଲିକ ।[୪] ସେ ତାଙ୍କର ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅଭିନୟ ଶିଖିବା ଆରମ୍ଭ କରିଥିଲେ ।[୫] ୨୪ ନଭେମ୍ବର ୨୦୧୭ରେ ସେ ସ୍ମୃତି ଖାନ୍ନାଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ସହିତ ମେରି ଆଶିକିରେ କାମ କରୁଥିଲେ ।[୨]
ଆଧାର
ସମ୍ପାଦନା- ↑ "Pregnant Smriti Khanna to husband Gautam Gupta on birthday: 'Gift will arrive anytime now'". Hindustan Times.
- ↑ ୨.୦ ୨.୧ "TV Couple Smriti Khanna And Gautam Gupta Welcome Baby Girl". NDTV (in ଆମେରିକୀୟ ଇଂରାଜୀ). Retrieved 2021-06-06.
- ↑ IANS (24 September 2015). "Ekta Kapoor's new show on friendship to launch soon". The Indian Express. Retrieved 12 January 2019.
- ↑ "Getting to know Gautam Gupta, easy going actor". dna. 11 July 2007. Retrieved 2015-10-13.
- ↑ "Ekta is a great mentor: Gautam Gupta". The Asian Age. Archived from the original on 2015-09-23. Retrieved 2015-10-13.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୌତମ ଗୁପ୍ତା
- ଇନଷ୍ଟାଗ୍ରାମରେ ଗୌତମ ଗୁପ୍ତା