ଗୋପାଳତୀର୍ଥ ମଠ
ଗୋପାଳତୀର୍ଥ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । [୧]
ଜଗନ୍ନାଥଙ୍କ ସେବାରେ ଯୋଗଦାନ
ସମ୍ପାଦନାସ୍ନାନ ପୁର୍ଣ୍ଣିମା ଦିନ ହାତୀ ବେଶରେ ଏକ ଭାଗ ଯୋଗାଇ ଥାଏ । ମକର ସଂକ୍ରାନ୍ତିରେ ମକର ଚାଉଳ ଏବଂ ସ୍ନାନ ପୁର୍ଣ୍ଣିମା ଅବସରରେ ପଙ୍କ୍ତି ଭୋଗ ସେବା କରାଇଥାଏ । [୨]
ଆଧାର
ସମ୍ପାଦନା- ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
- ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
ଅଧିକ ପଠନ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |