ଗୁସ୍ତାଭ କ୍ଲିମତ୍‌ (ଜୁଲାଇ ୧୪, ୧୮୬୨– ଫେବୃୟାରୀ ୬, ୧୯୧୮) ଜଣେ ଅଷ୍ଟ୍ରୀୟ ପ୍ରତୀକବାଦ ଚିତ୍ରଶିଳ୍ପୀ ଓ ଭିଏନ୍ନା ଅପସାରଣ ଆନ୍ଦୋଳନର ଜଣେ ଉଲ୍ଲେଖନୀୟ ସଦସ୍ୟ ଥିଲେ । ସେ ସାଧାରଣତଃ ମହିଳାଙ୍କ ଶରୀର ଆଧାରରେ ଚିତ୍ର ଆଙ୍କୁଥିଲେ ।

ଗୁସ୍ତାଭ କ୍ଲିମତ୍‌
୧୯୧୪ର ଫଟୋ
ଜନ୍ମ ନାଆଁଗୁସ୍ତାଭ କ୍ଲିମତ୍‌
ଜନ୍ମଜୁଲାଇ ୧୪, ୧୮୬୨
ଭିଏନ୍ନା, ଅଷ୍ଟ୍ରିଆ
ମୃତ୍ୟୁ୬ ଫେବୃଆରୀ ୧୯୧୮(1918-02-06) (ବୟସ ୫୫)
ଭିଏନ୍ନା
ଜାତୀୟତାଅଷ୍ଟ୍ରୀୟ
ବିଭାଗଚିତ୍ରାଙ୍କନ
ଆନ୍ଦୋଳନପ୍ରତୀକବାଦ
କାହାକୁ ପ୍ରଭାବିତ କରିଥିଲେଇଗନ୍‌ ସ୍କିଏଲ୍‌


ଗ୍ୟାଲେରି ସମ୍ପାଦନା



ବାହାର ଲିଙ୍କ୍ ସମ୍ପାଦନା