ଗୁଲମୀ
ଅବସ୍ଥିତି
ସମ୍ପାଦନାକୋରାପୁଟଠାରୁ ଏହାର ଦୂରତା ୧୦୦ କିଲୋ ମିଟର ଓ କୋଟପାଡ଼ଠାରୁ ୩୦ କିଲୋମିଟର। ଏହା କୋଟପାଡ଼ ବ୍ଲକର ଛର୍ତଲା ପଞ୍ଚାୟତ ନିକଟରେ ଅବସ୍ଥିତ।
ବିଶେଷତା
ସମ୍ପାଦନାଏକ କ୍ଷୁଦ୍ର ଜଳ ପ୍ରପାତ।
ଆକର୍ଷଣ
ସମ୍ପାଦନାପ୍ରାକୃତିକ ଶୋଭାରେ ଭରପୁର, ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ। ଏହା ବିପଦ ସଙ୍କୁଳ ହୋଇଥିବାରୁ ମାର୍ଗଦର୍ଶକଙ୍କ ସାହାଯ୍ୟ ନେବା ଜରୁରୀ।
ଯୋଗାଯୋଗ
ସମ୍ପାଦନାଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।
ଆଧାର
ସମ୍ପାଦନା- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |