ଗୁରୁଦ୍ୱାରା ଗୋବିନ୍ଦ ଘାଟ

ଗୁରୁଦ୍ୱାରା ଶ୍ରୀ ଗୋବିନ୍ଦ ସିଂହ ଘାଟ ଭାରତୀୟ ରାଜ୍ୟ ବିହାରର ରାଜଧାନୀ ସହର ପାଟଣାର ଗଙ୍ଗା ନଦୀ ଟିରରେ ତଖତ ଶ୍ରୀ [ପାଟଣା ସାହିବଠାରୁ ମାତ୍ର 200 ମିଟର ଦୂରରେ ଅବସ୍ଥିତ । ଏଠାରେ ତରୁଣା ଗୁରୁ ଗୋବିନ୍ଦ ସିଂହ ନଦୀରେ ତାଙ୍କର କଙ୍ଗନ ( bangle) ଫିଙ୍ଗି ଦେଇଥିଲେ । ଏହି ଘାଟଠାରେ ଗୁରୁ ଗୋବିନ୍ଦ ଶିଘ ରାମଙ୍କ ଭକ୍ତ ପଣ୍ଡିତ ଶିବ ଦତ୍ତଙ୍କୁ ମାନଶୀକ ଶାନ୍ତି ପ୍ରଦାନର ଆଶୀର୍ବାଦ ଦେଇଥିଲେ  । 

Gurdwara Gobind Ghat
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନPatna
StateBihar
CountryIndia
Architecture
TypeGurdwara
unknown

ଏହି ଘାଟ ନିକଟରେ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କର ସହଚର ମାନଙ୍କ ସହ କ୍ରୀଡାରତ ରହୁଥିଲେ । ବର୍ତ୍ତମାନ ଏହି ଘାଟ ନିକଟରୁ ଜଳ ଦୂରକୁ ଅପସାରଣ ହେଇଯାଇଥିବାରୁ ସେହି ସ୍ଥାନ ଶୁଖିଲା ରହିଛି । 

ନୋଟ  ସମ୍ପାଦନା

  • ଏହାକୁ କଙ୍ଗନ ଘାଟ ବୋଲି ମଧ୍ୟ କୁହାଯାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା