ଗୁରୁଚରଣ ନାଏକ
ଭାରତୀୟ ରାଜନୀତିଜ୍ଞ
ଗୁରୁଚରଣ ନାଏକ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ ।[୨][୩] ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ଗୁରୁଚରଣ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଗୁରୁଚରଣ ନାଏକ | |
---|---|
ସାଂସଦ: ଲୋକ ସଭା | |
କାର୍ଯ୍ୟକାଳ ୧୯୬୭-୧୯୭୧ | |
ପୂର୍ବ ଅଧିକାରୀ | ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ |
ପର ଅଧିକାରୀ | କୁମାର ମାଝୀ |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର, ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମହାଦେବନସା, କେନ୍ଦୁଝର, ଓଡ଼ିଶା, ବ୍ରିଟିଶ ଭାରତ | ୨୪ ଜାନୁଆରୀ ୧୯୧୯
ମୃତ୍ୟୁ | ୧୪ ଫେବୃଆରୀ ୧୯୮୬[୧] | (ବୟସ ୬୭)
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଅନ୍ନପୂର୍ଣ୍ଣା |
ଆଧାର
ସମ୍ପାଦନା- ↑ Indian Parliamentary Companion: Who's who of Members of Lok Sabha. Lok Sabha Secretariat, 2003. 2003.
{{cite book}}
:|access-date=
requires|url=
(help) - ↑ Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 186. Retrieved 3 January 2019.
- ↑ India. Parliament. Lok Sabha (2003). Indian Parliamentary Companion: Who's who of Members of Lok Sabha. Lok Sabha Secretariat. p. 343. Retrieved 3 January 2019.
- ↑ Times of India (Firm) (1959). The Times of India Directory and Year Book Including Who's who. Bennett, Coleman & Company. p. 1095. Retrieved 3 January 2019.