ଗୁରୁଚରଣ ନାଏକ

ଭାରତୀୟ ରାଜନୀତିଜ୍ଞ

ଗୁରୁଚରଣ ନାଏକ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ ।[୨][୩] ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ଗୁରୁଚରଣ ସ୍ୱତନ୍ତ୍ର ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ଗୁରୁଚରଣ ନାଏକ
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୧୯୬୭-୧୯୭୧
ପୂର୍ବ ଅଧିକାରୀଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ
ପର ଅଧିକାରୀକୁମାର ମାଝୀ
ନିର୍ବାଚନ ମଣ୍ଡଳୀକେନ୍ଦୁଝର, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-01-24)୨୪ ଜାନୁଆରୀ ୧୯୧୯
ମହାଦେବନସା, କେନ୍ଦୁଝର, ଓଡ଼ିଶା, ବ୍ରିଟିଶ ଭାରତ
ମୃତ୍ୟୁ୧୪ ଫେବୃଆରୀ ୧୯୮୬(1986-02-14) (ବୟସ ୬୭)[୧]
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀଅନ୍ନପୂର୍ଣ୍ଣା

ଆଧାର ସମ୍ପାଦନା

  1. Indian Parliamentary Companion: Who's who of Members of Lok Sabha. Lok Sabha Secretariat, 2003. 2003. {{cite book}}: |access-date= requires |url= (help)
  2. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 186. Retrieved 3 January 2019.
  3. India. Parliament. Lok Sabha (2003). Indian Parliamentary Companion: Who's who of Members of Lok Sabha. Lok Sabha Secretariat. p. 343. Retrieved 3 January 2019.
  4. Times of India (Firm) (1959). The Times of India Directory and Year Book Including Who's who. Bennett, Coleman & Company. p. 1095. Retrieved 3 January 2019.

ବାହାର ଆଧାର ସମ୍ପାଦନା