ଗୁଗଲ ମ୍ୟାପ୍ସ ଗୁଗଲ କମ୍ପାନୀଦ୍ୱାରା ନିର୍ମିତ ଏକ ଡେସ୍କଟପ ୱେବ ବେସ୍ଡ଼ ମ୍ୟାପିଙ୍ଗ ସେବା ଯାହା ସାହାଯ୍ୟରେ ମଣିଷ ଘରେ ବସି ନିଜ ଅଖ ପାଖ ଜିନିଷ ସହଜରେ ଜାଣିପାରେ ଏବଂ ନୂଆ ନୂଆ ଜିନିଷ ମାନଚିତ୍ରରେ ଅଙ୍କନ କରିପାରେ ।

ଗୁଗଲ ମ୍ୟାପ୍ସ
TypeWeb mapping
ମୁଖ୍ୟ ଲୋକJens Eilstrup Rasmussen
(Inventor & Co-Founder)
Lars Rasmussen (Co-Founder)
ମାଲିକGoogle
ବେବସାଇଟmaps.google.com
ଖାତାଖୋଲାOptional, included with a Google Account
ମିଳୁଥିବା ସଂସ୍କରଣMultilingual
Screenshot
300px
Screenshot of Google Maps on a Web browser

ଗୁଗଲ ମ୍ୟାପ୍ସ ପ୍ରଥମ କରି ଏକ C++ରେ ତିଆରି ପ୍ରୋଗ୍ରାମ ଭାବେ ତିଆରି ହୋଇଥିଲା ଏବଂ ଏହାକୁ ଲାର୍ସଜେନ୍ସ ଏଇଲସ୍ଟ୍ରପ୍ ରସମୁସେନ ହ୍ୱେର ଟୁ ଟ୍ରକ୍ନୋଲୋଜିସଠାରେ ଡିଯାଇନ କରିଥିଲେ । ଅକ୍ଟୋବର ୨୦୦୪ରେ ଗୁଗଲ ଏହାକୁ ଅକ୍ତିଆର କରି ନେଇଥିଲା ଏବଂ ଏହାକୁ ଏକ ୱେବ ଆପ୍ଲିକେସନରେ ପରିବର୍ତ୍ତନ କରାଇ ଥିଲା ।

ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉକୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉ ଗୁଡିକ ତିନି ବର୍ଷରୁ ଅଧିକ ପୁରୁଣା ନୁହଁ ।

ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।

ଇତିହାସସମ୍ପାଦନ କରନ୍ତୁ

ପୁରାତନ(କ୍ଲାସିକ୍) ଗୁଗଲ ମ୍ୟାପ୍ସର ବ୍ୟବହାରସମ୍ପାଦନ କରନ୍ତୁ

କପିରାଇଟ୍ସମ୍ପାଦନ କରନ୍ତୁ

ବ୍ୟବହାରସମ୍ପାଦନ କରନ୍ତୁ

ତ୍ରୁଟିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ