ଗୁଗଲ ମ୍ୟାପ୍ସ

ଗୁଗୁଲ ଦ୍ଵାରା ବିକଶିତ ୱେବ୍ ମାନଚିତ୍ର ସେବା

ଗୁଗଲ ମ୍ୟାପ୍ସ ଗୁଗଲ କମ୍ପାନୀଦ୍ୱାରା ନିର୍ମିତ ଏକ ଡେସ୍କଟପ ୱେବ ବେସ୍ଡ଼ ମ୍ୟାପିଙ୍ଗ ସେବା ଯାହା ସାହାଯ୍ୟରେ ମଣିଷ ଘରେ ବସି ନିଜ ଅଖ ପାଖ ଜିନିଷ ସହଜରେ ଜାଣିପାରେ ଏବଂ ନୂଆ ନୂଆ ଜିନିଷ ମାନଚିତ୍ରରେ ଅଙ୍କନ କରିପାରେ ।

ଗୁଗଲ ମ୍ୟାପ୍ସ
TypeWeb mapping
ମୁଖ୍ୟ ଲୋକJens Eilstrup Rasmussen
(Inventor & Co-Founder)
Lars Rasmussen (Co-Founder)
ମାଲିକGoogle
ବେବସାଇଟmaps.google.com
ଖାତାଖୋଲାOptional, included with a Google Account
ମିଳୁଥିବା ସଂସ୍କରଣMultilingual

ଗୁଗଲ ମ୍ୟାପ୍ସ ପ୍ରଥମ କରି ଏକ C++ରେ ତିଆରି ପ୍ରୋଗ୍ରାମ ଭାବେ ତିଆରି ହୋଇଥିଲା ଏବଂ ଏହାକୁ ଲାର୍ସଜେନ୍ସ ଏଇଲସ୍ଟ୍ରପ୍ ରସମୁସେନ ହ୍ୱେର ଟୁ ଟ୍ରକ୍ନୋଲୋଜିସଠାରେ ଡିଯାଇନ କରିଥିଲେ । ଅକ୍ଟୋବର ୨୦୦୪ରେ ଗୁଗଲ ଏହାକୁ ଅକ୍ତିଆର କରି ନେଇଥିଲା ଏବଂ ଏହାକୁ ଏକ ୱେବ ଆପ୍ଲିକେସନରେ ପରିବର୍ତ୍ତନ କରାଇ ଥିଲା ।

ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉକୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉଗୁଡ଼ିକ ତିନି ବର୍ଷରୁ ଅଧିକ ପୁରୁଣା ନୁହଁ ।

ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।

ଇତିହାସସମ୍ପାଦନ କରନ୍ତୁ

ପୁରାତନ(କ୍ଲାସିକ୍) ଗୁଗଲ ମ୍ୟାପ୍ସର ବ୍ୟବହାରସମ୍ପାଦନ କରନ୍ତୁ

କପିରାଇଟ୍ସମ୍ପାଦନ କରନ୍ତୁ

ବ୍ୟବହାରସମ୍ପାଦନ କରନ୍ତୁ

ତ୍ରୁଟିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ