ଗୁଗଲ ଡୁଓ
ଭିଡିଓ ମାଧ୍ୟମରେ କଥାବାର୍ତ୍ତା ହେବାର ମୋବାଇଲ ଆପ୍ଲିକେସନ୍
ଗୁଗଲ ଡୁଓ ଭିଡିଓ ମାଧ୍ୟମରେ କଥାବାର୍ତ୍ତା ହେବାର ଏକ ମୋବାଇଲ ଆପ୍ଲିକେସନ୍ , ଏହା ଗୁଗଲର ଏକ ଉତ୍ପାଦ , ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ । ମଇ ୧୮ ୨୦୧୬ରେ [୨][୩] ଗୁଗଲ ଆଇ/ଓରେ ଆଲ୍ଲୋ (messaging app) ଘୋଷିତ ହେଲା । ଅଗଷ୍ଟ ୧୬ ୨୦୧୬ରେ ଡୁଓ ୟୁନାଇଟେଡ ସ୍ଟେଟ୍ସ୍ରେ ଆରମ୍ଭ ହେଲା , ଏହାର କିଛି ଦିନ ପରେ ସମଗ୍ର ବିଶ୍ୱରେ ପ୍ରଚାରିତ ହେଲା । [୪][୧][୫] ଗୁଗଲ ଡୁଓ ଦୁଇ ଦିନ ମଧ୍ୟରେ ଗୁଗଲ ପ୍ଲେରେ ମାଗଣା ଆପ୍ଲିକେସନ୍ମାନଙ୍କ ମଧ୍ୟରେ ୧ ନମ୍ବର ସ୍ଥାନ ଅଧିକାର କଲା । [୬]
ଫାଇଲ:Google Duo logo.svg | |
ଡେଭେଲପର | |
---|---|
ପ୍ରଥମ ରିଲିଜ୍ | 16 ଅଗଷ୍ଟ 2016[୧] | (US)
ବିକାଶ ଅବସ୍ଥା | Active |
Operating system | |
ଉପଲବ୍ଧ ଭାଷା | English |
ପ୍ରକାର | Video chat mobile app |
ୱେବସାଇଟ | duo |
ଆଧାର
ସମ୍ପାଦନା- ↑ ୧.୦ ୧.୧ Gibbs, Samuel (16 August 2016). "Duo video calling app: Google launches cross-platform answer to FaceTime". The Guardian. Guardian Media Group. Retrieved 16 August 2016.
- ↑ Bohn, Dieter (2016-05-18). "Google Duo makes mobile video calls fast and simple". The Verge. Retrieved 2016-05-18.
- ↑ "Google's Duo is another video chat service taking on Facetime, Skype". CNET. Retrieved 2016-05-18.
- ↑ "Meet Google Duo, a simple 1-to-1 video calling app for everyone" (in ଆମେରିକୀୟ ଇଂରାଜୀ). Retrieved 2016-08-16.
- ↑ "Google launches Duo, a barebones video calling app". Retrieved 2016-08-16.
- ↑ "Google Duo now #1 in Top Free chart, available globally". Android Police. 2016-08-19. Retrieved 2016-08-20.