ଗିଲବର୍ଟ ହିଲ, ମୁମ୍ବାଇ

ଗିଲବର୍ଟ ହିଲ ଭାରତୀୟ ରାଜ୍ୟର ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ତଥା ଭାରତର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ସହର ମୁମ୍ବାଇର ଆନ୍ଧେରୀ ଅଞ୍ଚଳଠାରେ ଅବସ୍ଥିତ ଏକ ବିଶାଳ କାୟ ପ୍ରସ୍ତର ସ୍ତୂପ । ଏହାର ଉଚ୍ଛତା 200 ଫୁଟ ।ଏହା 66 ମିଲିୟନ ବର୍ଷ ପୂର୍ବେ ମୋଜଜାଇକ କାଳରେ ପୃଥିବୀର ତରଳ ଲାଭାର ଉଦ୍ଗିରଣଦ୍ୱାରା ସୃଷ୍ଟି ହେଇଥିଲା । ଏହି ଲାଭା ବର୍ତ୍ତମାନର ମହାରାଷ୍ଟ୍ର , ଗୁଜରାଟ ଓ ମଧ୍ୟପ୍ରଦେଶ ଆଦି ଅଞ୍ଚଳର 50,000 କିଲୋମିଟର ଅଞ୍ଚଳକୁ ବ୍ୟାପ୍ତ ହେଇଥିଲା । ଏହି ଅଞ୍ଚଳର ଜୀବ ଓ ଉଦ୍ଭିଦ ଜଗତକୁ ନଷ୍ଟ କିରିଦେଇଥିଲା .। [୧]

ଗିଲବର୍ଟ ହିଲ
ଗିଲବର୍ଟ ହିଲ
Elevation୬୦ m (୧୯୭ ft)
Location
Location of Gilbert Hill in Mumbai
LocationIndia Andheri, Mumbai, India
Coordinates19°07′15″N 72°50′24.24″E / 19.12083°N 72.8400667°E / 19.12083; 72.8400667
Geology
TypeVolcanic
Age of rock66 myr
Volcanic arc/beltDeccan Trap
Climbing
Easiest routeEast (steps)
Gilbert Hill, a monolith column of Black Basalt

ବିଶେଷଙ୍ଗ୍ୟ ମାନଙ୍କ ମତରେ ଏହି ବିରଳ ଭୌଗୋଳିକ ପ୍ରକ୍ରିୟାଦ୍ୱାରା ରିଗ ଓ ସ୍ଥାମ୍ଭାକାର ପାହାଡ ସମୂହର ସୃଷ୍ଟି ହେଇଥିଲା । ଏହି ସ୍ତୂପଗୁଡ଼ିକ ସହ କଲିଫରଣିଆର ୱ୍ଯୋମିଙ୍ଗଠାରେ ଥିବା  ଡେଭିଲ ଟାୱାର ଜାତୀୟ ପାର୍କ  ର ସାଦୃଶ୍ୟ  ଦେଖାଯାଏ । [୨]

1952 ମସିହାରେ କେନ୍ଦ୍ର ସରକାରଙ୍କଦ୍ୱାରା ଗିଲବର୍ଟ ହିଲକୁ ଜାତୀୟ ପାର୍କ ଭାବେ ଘୋଷଣା କରାଯାଇଥିଲା ।2007 ଆସିହାରେ ମୁମ୍ବାଇ ମୁନିସିପାଲ କର୍ପୋରେଷଣ  ଦ୍ୱାରା  2 ୟ ଗ୍ରେଡର ପ୍ରତ୍ନତତ୍ତ୍ୱିକ ସମ୍ପଦ ହିସାବରେ ଘୋଷଣା କରାହେଇଥିଲା । ତତ୍ଦ୍ୱାରା ଏଠାରେ ପ୍ରସ୍ତର ଖନନ ଓ ଅନନ୍ୟ ନିର୍ମାଣ  କାର୍ଯ୍ୟ ରୋକା  ଯାଇପାରିଥିଲା । କିନ୍ତୁ ସମୁଦ୍ର ଲବଣାକ୍ତ ବାୟୁ ହେତୁ ଏହା କ୍ରମଶଃ ଅବକ୍ଷୟ ଘଟୁଛି । [୩]

ଏହାର ଉପର ଭାଗରେ ଗାଓଦେବୀ ଓ ଦୁର୍ଗାମାତା   ହିନ୍ଦୁ ମନ୍ଦିର ଏକ ସାନ ଉଦ୍ୟାନ ସହ ରହିଛି ଓ ଉପରକୁ ଯିବାକୁ ଏକ ସୋପାନ ରହିଛି । ହିଲ ଉପରୁ ମୁମ୍ବାଇର ସହରତଳି ଅଞ୍ଚଳର ବ୍ୟାପୃତ ଦୃଶ୍ୟ ଦେଖାଯାଇ 

ଗିଲବର୍ଟ ହିଲକୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଉଦ୍ୟମ ଚାଲିଛି । [୪]

ପୁନଶ୍ଚ ଦେଖଣା  ସମ୍ପାଦନା

  • Devils Postpile National Monument
  • Deccan Trap

ଆଧାର  ସମ୍ପାଦନା

  1. Times of India (Bombay) article dated 16 December 2004.
  2. Thomas, Shibu (2007-09-10). "Gilbert Hill to be Heritage Structure". Times of India, Mumbai. Bennett, Coleman & Co. Ltd. Archived from the original on 2012-10-20. Retrieved 2008-05-02. {{cite news}}: More than one of |accessdate= and |access-date= specified (help)
  3. Singh, Vijay (2006-07-06). "Gilbert Hill is on shaky ground". The Times Of India. Archived from the original on 2012-10-20. Retrieved 2006-07-06. {{cite news}}: More than one of |accessdate= and |access-date= specified (help)
  4. Times of India - Efforts on to get Gilbert Hill on tourist map