ଗାଲକାନେଜୁମାବ
ଗାଲକାନେଜୁମାବ, ଏକ ବେପାର ନାମ ଏମଗାଲି, ଏକ ଔଷଧ ଯାହା ଅଧକପାଳିକୁ ରୋକିବା ଏବଂ କ୍ଲଷ୍ଟର ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧] ଏହାର ଉପକାର ତିନି ମାସ ପର୍ଯ୍ୟନ୍ତ ରହିପାରେ ।[୧]
Monoclonal antibody | |
---|---|
Type | Whole antibody |
Source | Humanized |
Target | CALCA, CALCB |
Clinical data | |
Trade names | Emgality |
Synonyms | LY2951742, galcanezumab-gnlm |
AHFS/Drugs.com | monograph |
MedlinePlus | a618063 |
data |
|
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Chemical and physical data | |
Formula | C6392H9854N1686O2018S46 |
Molar mass | ୧,୪୪,୦୮୩.୬୯ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦେବା ସ୍ଥାନରେ ଯନ୍ତ୍ରଣା କିମ୍ବା ଲାଲ ରଙ୍ଗ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲସିଟୋନିନ ଜିନ ସମ୍ବନ୍ଧୀୟ ପେପ୍ଟାଇଡ୍ (CGRP) ସହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ, ଯାହାଦ୍ୱାରା ରକ୍ତବାହୀଗୁଡିକ ସାଧାରଣ ଆକାରକୁ ଫେରିବାରେ ସାହାଯ୍ୟ ହୁଏ ।[୨]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗାଲକାନେଜୁମାବକୁ ଅନୁମୋଦନ କରାଯାଇଥିଲା ।[୩] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔସଧ ପିଛା ପ୍ରତି ମାସରେ ପ୍ରାୟ ୪୫୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ପ୍ରାୟ ୫୮୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Galcanezumab-gnlm Monograph for Professionals". Drugs.com (in ଇଂରାଜୀ). Archived from the original on 7 December 2019. Retrieved 2 December 2021.
- ↑ ୨.୦ ୨.୧ ୨.୨ "Emgality EPAR". European Medicines Agency (EMA). Archived from the original on 22 May 2020. Retrieved 28 April 2020.
- ↑ "Drug Trials Snapshots: Emgality". U.S. Food and Drug Administration (FDA). 23 October 2018. Archived from the original on 7 December 2019. Retrieved 7 December 2019.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 499. ISBN 978-0857114105.
- ↑ "Emgality Prices, Coupons & Savings Tips - GoodRx". GoodRx. Archived from the original on 20 October 2021. Retrieved 2 December 2021.