ଗମ୍ଭରୀ ଦେବୀ

ଭାରତୀୟ ଲୋକ ଗାୟକ ଓ ନୃତ୍ୟଶିଳ୍ପୀ

ଗମ୍ଭରୀ ଦେବୀ (୧୯୨୨ - ୮ ଜାନୁଆରୀ ୨୦୧୩) ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଜଣେ ପ୍ରବୀଣ ଭାରତୀୟ ଲୋକ ଗାୟକ, ଲୋକନୃତ୍ୟକାର ତଥା ନୃତ୍ୟଶିଳ୍ପୀ ଥିଲେ । ହିମାଚଳ ପ୍ରଦେଶର ଲୋକ ସଂସ୍କୃତିରେ ତାଙ୍କର ଅବଦାନ ପାଇଁ ସେ ଜଣାଶୁଣା ।[୧]

ଗମ୍ଭରୀ ଦେବୀ
ଜନ୍ମ୧୯୨୨
ଜନ୍ମସ୍ଥାନବିଳାସପୁର, ହିମାଚଳ ପ୍ରଦେଶ, ଭାରତ
ମୃତ୍ୟୁ୮ ଜାନୁଆରୀ ୨୦୧୩
ପେଷାଲୋକ ସଂଗୀତଜ୍ଞ, ଲୋକ ନୃତ୍ୟଶିଳ୍ପୀ ଏବଂ ଲୋକ ମନୋରଞ୍ଜନକାରୀ

୨୦୧୧ ମସିହାରେ ସେ ଟାଗୋର ଏକାଡେମୀ ପୁରସ୍କାର ପାଇଥିଲେ, ଏହା ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଭାରତର ୧୦୦ କଳାକାରଙ୍କୁ ସଂଗୀତ, ନୃତ୍ୟ ଏବଂ ନାଟକ ଓ ପ୍ରଦର୍ଶନ କଳା କ୍ଷେତ୍ରରେ ଉକୃଷ୍ଟ ଯୋଗଦାନ ପାଇଁ ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରଦାନ କରାଯାଇଥିଲା ।[୨][୩] ୨୦୦୧ରେ ସେ ହିମାଚଳ କଳା ଏକାଡେମୀରୁ ପୁରସ୍କାର ଗ୍ରହଣ କରିଥିଲେ । ୨୦୧୩ ମସିହା ଜାନୁଆରୀ ୮ ତାରିଖରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]

ଆଧାର ସମ୍ପାଦନା

  1. Ashoka Jerath (1995). The Splendour of Himalayan Art and Culture. Indus Publishing. pp. 151–. ISBN 978-81-7387-034-7.
  2. "Sangeet Natak Akademi Ratna and Akademi Puraskar". Sangeet Natak Akademi. 2011. Archived from the original on 7 ଜୁଲାଇ 2014. Retrieved 2 ଅଗଷ୍ଟ 2014. .. a one-time honour of Tagore Samman to be awarded to 100 persons of the age of 75 years and above who have made significant contribution in the field of performing arts.
  3. "List of recipients of Tagore Akademi Puraskar" (PDF). Press Information Bureau, Government of India. Retrieved 2014-08-02.
  4. "Folk singer Gambhari Devi passes away, लोक गायिका गंभरी देवी का निधन" (in Hindi). Amar Ujala. 9 January 2013. Retrieved 2014-08-02.{{cite web}}: CS1 maint: unrecognized language (link)