ଖୁରୁମା

ଜଗନ୍ନାଥଙ୍କ ଛପନ ଭୋଗ

ଖୁରୁମା ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[][] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[]

ଖୁରୁମା
ଆରମ୍ଭ
ଅଲଗା ନାଆଁଖୁଡ଼ୁମା
ଲୁଣି ଖୁରୁମା
ମିଠା ଖୁରୁମା
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ଲୁଣ, ଘିଅ

ଉପାଦାନ

ସମ୍ପାଦନା

ଖୁରୁମା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:

  • ଅଟା - ୧ କପ୍
  • ଅଜୱାଇନ୍ - ୧ ଚାମଚ
  • ଲୁଣ - ସ୍ୱାଦ ଅନୁସାରେ
  • ଭାଜିବା ପାଇଁ ଘିଅ

ମିଠା ଖୁରୁମା ପାଇଁ ଚିନି ବା ଗୁଡ଼ ଆବଶ୍ୟକ ହୋଇଥାଏ ।

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.