ଖଣ୍ଡୁ ରଙ୍ଗନେକର

ଭାରତୀୟ କ୍ରିକେଟ ଖେଳାଳି


ଖଣ୍ଡେରାଓ ମୋରେଶ୍ୱର ରଙ୍ଗନେକର ଶବଦ ବିଷୟରେ pronunciation (27 ଜୁନ , 1917 -11 ଅକ୍ଟୋବର 1984 ) ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟ ଖେଳାଳି । ସେ ଜଣେ ଆକ୍ରାମକ ବେତସ ମେନ ଥିଲେ ଓ ତାଙ୍କୁ ସେ ସମୟର ଶ୍ରେଷ୍ଠ ବାମ ହାତି ବେତସ ମେନ କୁହାଯାଉଥିଲା । ସେ କଭର ଆଞ୍ଚଲରେ ଜଣେ ଶ୍ରେଷ୍ଠ ଫିଲଡର ମଧ୍ୟ ଥିଲେ । 

Khandu Rangnekar
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରLeftt-hand bat (LHB)
ବୋଲିଂ ପ୍ରକାରRight-arm medium pace
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 3 85
ମୋଟ ରନ 33 4,602
ବ୍ୟାଟିଂ ହାର 5.50 41.83
ଶତକ/ଅର୍ଦ୍ଧଶତକ 0/0 15/16
ସର୍ବାଧିକ ରନ 18 217
ବଲ ସଂଖ୍ୟା - 1,680
ଉଇକେଟ - 21
ବୋଲିଂ ହାର - 40.95
ଇନିଙ୍ଗସରେ ୫ଟି ଉଇକେଟ - 1
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ - 5/112
କ୍ୟାଚ/ଷ୍ଟମ୍ପିଙ୍ଗ 1 42
Source: [୧]

ସେ ରଣଜୀ ଟ୍ରଫିରେ ବମ୍ବେ ପାଇଁ ଖେଳି ପ୍ରଥମ ମେଚରେ ଶତକ କରିଥିଲେ । 1947-48ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲେ , କିନ୍ତୁ ଅସଫଳ ରହିଥିଲେ । 

ଛତ୍ର ଜୀବନରେ ସେ ଜଣେ ଶ୍ରେଷ୍ଠ ବେଡମିଣ୍ଟନ ଖେଳାଳି ଥିଲେ ଓ ଜାତୀୟ ଡବଲ ଚମ୍ପିୟାନ ହେଇଥିଲେ । ରାଜନୀତିରେ ପ୍ରବେଶ କରି ସେ ଥାଣେ ମୁନ୍ସିପାଲିଟି ଚେୟାର ମେନ ହେଇଥିଲେ । 

ସେ BCCIର ଉପସଭାପତି ଭାବେ 1962-63ରୁ  1969-70 ଯାଏ , ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଭାବେ 1962 -63 ମସିହାରେ ରହିଥିଲେ ।  

ସେ ଭାରତୀୟ କଷ୍ଟମ ବିଭାଗରେ କାର୍ଯ୍ୟ କରିବା ସହ ନିଜର ବସ୍ତ୍ର ବ୍ତବସାୟ ମଧ୍ୟ କରୁଥିଲେ । କାନ୍ଥ କାନସରରେ ତାଙ୍କର ପରଲୋକ 1984 ମସିହାରେ ହେଇଥିଲା । 

ଆଧାର  ସମ୍ପାଦନା

  • Obituary in Indian Cricket 1985
  • Christopher Martin-Jenkins, The Complete Who's Who of Test Cricketers