ଖଜୁରୀତାଡ଼ି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବ୍ୟବହାର କରାଯାଉ ଥିବା ଏକ ପ୍ରକାର ପାନୀୟ । ଏହାକୁ ଖଜୁରୀରସ ମଧ୍ୟ କୁହାଯାଏ । ଏହା ପେଟ ଥଣ୍ଡା ରଖିବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼େଇ ଥାଏ ।[୧]

ଖଜୁରୀଗଛରୁ ରସ ସଂଗ୍ରହ କରାଯାଉଛି

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ଖଜୁରୀ ଗଛର କାଣ୍ଡରେ ଗୋଟେ ଗାତ କରାଯାଏ । ସେଠି ମାଠିଆଟେ ଲଗାଯାଏ । ସାରା ରାତି ତାକୁ ସେମିତି ବାନ୍ଧି ରଖାଯାଏ । ରାତିଯାକ ତା ମଧ୍ୟରେ ରସ ସଂଗ୍ରହିତ ହୁଏ ,ସୂର୍ଯ୍ୟ ଉଦୟ ପୂର୍ବରୁ ତାକୁ କାଢି ଆଣିଲେ ତାହା ରସ କୁହାଯାଏ । ଏହା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ । କିଛି ସମୟ ଖରାରେ ରହିଲେ ତାକୁ ତାଡ଼ି ବୋଲି କୁହା ଯାଏ ଓ ଏହାକୁ ମାଦକ ପାନୀୟ ଭାବରେ ବ୍ୟବହାର କରାଯାଏ ।[୨] ଅଧିକ ସମୟ ଖରାରେ ରଖିଲେ ଏହାର, ନିଶା ଆହୁରି ବଢ଼ି ଯାଏ ।

ଆଧାର ସମ୍ପାଦନା

  1. "ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 5 April 2022. Retrieved 5 April 2022.
  2. "ବେଦାନ୍ତ ପାଇଁ ଦାନ୍ତ ଭାଙ୍ଗିବେ ସରକାର". www.http://samanyakathan.com/. ସାମାନ୍ୟ କଥନ. Archived from the original on 5 April 2022. Retrieved 5 April 2022. {{cite web}}: External link in |website= (help)