କ୍ଲୋନାଜେପାମ୍
କ୍ଲୋନାଜେପାମ, ବା ବିକ୍ରିହେଉଥିବା ବ୍ରାଣ୍ଡ ନାମ କ୍ଲୋନୋପିନ ଏକ ଔଷଧ ଯାହା କେତେକ ରୋଗର ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ଯଥା: - ବାତ/ସିଜର(seizures), ପ୍ୟାନିକ ଡିଜଅର୍ଡ଼ର ଓ ମୁଭମେଣ୍ଟ ଡିଜଅର୍ଡ଼ର ଯେପରିକି ଆକାଥିସିଆ । [୩] ଏହା ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଟ୍ରାଙ୍କୁଇଲାଇଜର କାମ କରେ । ଏହା ପାଟି ବାଟେ ଦିଆଯାଏ । [୩] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତି ରହେ । [୨]
Clinical data | |
---|---|
AHFS/Drugs.com | monograph |
MedlinePlus | a682279 |
data |
|
Pregnancy category | |
Dependence liability | Moderate[୧] |
Routes of administration | Oral, I.M., I.V, sublingual |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 90% |
Protein binding | ~85% |
Metabolism | Liver CYP3A4 |
Onset of action | Within an hour[୨] |
Elimination half-life | 18–50 hours |
Duration of action | 6 to 12 hr[୨] |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.015.088 |
Chemical and physical data | |
Formula | C15H10ClN3O3 |
Molar mass | 315.715 |
3D model (JSmol) | |
| |
| |
(verify) |
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା:- ନିଦ୍ରାବେଶ, ସମନ୍ୱୟ ଅଭାବ ଓ ଉତ୍ତେଜନା । ଏହା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି କରାଏ । ବେଞ୍ଜୋଡାଏଜେପିନର ଦୀର୍ଘକାଳୀନ ପ୍ରଭାବ ଯୋଗୁ ଡ୍ରଗ ଇନ୍ଟୋଲେରାନ୍ସ, ବେଞ୍ଜୋଡାଏଜେପିନ ଡିପେଣ୍ଡେନ୍ସ ଓ ଡ୍ରଗ ନେବା ବନ୍ଦକଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ ।[୩]ଚାରି ସପ୍ତାହରୁ ଅଧିକ କାଳ ଏହା ନେଲେ ଡିପେଣ୍ଡେନ୍ସ ହୁଏ । [୪] ଗର୍ଭାବସ୍ଥାରେ ନେଲେ ଶିଶୁକୁ ବିପଦ ହୋଇପାରେ । [୩] ଏହା ଗାବା ରେସେପ୍ଟର ସହିତ ସଂଯୁକ୍ତ ହୋଇ ଗାବା ପ୍ରଭାବ ବୃଦ୍ଧି କରାଏ । [୪]
କ୍ଳୋନାଜେପାମ ଏସଏନ ୧୯୬୪ରେ ପ୍ରଥମେ ପେଟେଣ୍ଟ ହୋଇଥିଲା ଓ ଆମେରିକାରେ ସନ ୧୯୭୫ରେ ବିକ୍ରୟ ଆରମ୍ଭ କରାଯାଇଥିଲା ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ [୩] ଏହାର ହୋଲସେଲ ମୂଲ୍ୟ ପିଲ ପିଛା 0.0୧ରୁ 0.0୭ ଆମେରୋକୀୟ ଡଲାର ।[୬] ଆମେରିକାରେ ଏହାର ପ୍ରତି ପିଲର ମୂଲ୍ୟ ପ୍ରାୟ 0.୪0 ଆମେରିକୀୟ ଡଲାର ।[୩] ପୃଥିବୀର ଅନେକ ସ୍ଥାନରେ ଏହା ମନୋରଞ୍ଜନକାରୀ ଔଷଧ ହିସାବରେ ବ୍ୟବହାର କରାଯାଏ ।[୭][୮]
ଆଧାର
ସମ୍ପାଦନା- ↑ Saunders Nursing Drug Handbook 2014
- ↑ ୨.୦ ୨.୧ ୨.୨ Cooper, edited by Grant (2007). Therapeutic uses of botulinum toxin. Totowa, N.J.: Humana Press. p. 214. ISBN 9781597452472.
{{cite book}}
:|first1=
has generic name (help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Clonazepam". The American Society of Health-System Pharmacists. Retrieved Aug 15, 2015.
- ↑ ୪.୦ ୪.୧ Riss, J.; Cloyd, J.; Gates, J.; Collins, S. (Aug 2008). "Benzodiazepines in epilepsy: pharmacology and pharmacokinetics". Acta Neurol Scand. 118 (2): 69–86. doi:10.1111/j.1600-0404.2008.01004.x. PMID 18384456. Archived from the original (PDF) on 2020-04-04. Retrieved 2015-10-26.
- ↑ Shorter, Edward (2005). "B". A Historical Dictionary of Psychiatry. Oxford University Press. ISBN 9780190292010.
- ↑ "Clonazepam". International Drug Price Indicator Guide. Archived from the original on 30 October 2015. Retrieved 15 August 2015.
- ↑ Martino, edited by Davide; Cavanna, Andrea E. (2013). Advances in the neurochemistry and neuropharmacology of Tourette Syndrome. Burlington: Elsevier Science. p. 357. ISBN 9780124115613.
In several countries, presciption and use is now severely limited due to abusive recreational use of clonazepam.
{{cite book}}
:|first1=
has generic name (help) - ↑ Fisher, Gary L. (2009). Encyclopedia of substance abuse prevention, treatment, & recovery. Los Angeles: SAGE. p. 100. ISBN 9781412950848.
frequently abused