କ୍ଲୋନାଜେପାମ୍

ଏକ ଔଷଧ ଯାହା ବାତ/ସିଜର(seizures), ପ୍ୟାନିକ ଡିଜଅର୍ଡ଼ର ଓ ମୁଭମେଣ୍ଟ ଡିଜଅର୍ଡ଼ର ଯେପରିକି ଆକାଥିସିଆ ରୋଗମାନଙ୍କର ପ୍


କ୍ଲୋନାଜେପାମ, ବା ବିକ୍ରିହେଉଥିବା ବ୍ରାଣ୍ଡ ନାମ କ୍ଲୋନୋପିନ ଏକ ଔଷଧ ଯାହା କେତେକ ରୋଗର ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ଯଥା: - ବାତ/ସିଜର(seizures), ପ୍ୟାନିକ ଡିଜଅର୍ଡ଼ର ଓ ମୁଭମେଣ୍ଟ ଡିଜଅର୍ଡ଼ର ଯେପରିକି ଆକାଥିସିଆ[୩] ଏହା ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଟ୍ରାଙ୍କୁଇଲାଇଜର କାମ କରେ । ଏହା ପାଟି ବାଟେ ଦିଆଯାଏ । [୩] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଓ ୬ରୁ ୧୨ ଘଣ୍ଟା ପର୍ଯ୍ୟନ୍ତି ରହେ । [୨]

କ୍ଲୋନାଜେପାମ୍
Clinical data
AHFS/Drugs.commonograph
MedlinePlusa682279
data
Pregnancy
category
  • AU: C
  • US: D (Evidence of risk)
Dependence
liability
Moderate[୧]
Routes of
administration
Oral, I.M., I.V, sublingual
ATC code
Legal status
Legal status
Pharmacokinetic data
Bioavailability90%
Protein binding~85%
MetabolismLiver CYP3A4
Onset of actionWithin an hour[୨]
Elimination half-life18–50 hours
Duration of action6 to 12 hr[୨]
ExcretionKidney
Identifiers
  • 5-(2-Chlorophenyl)-7-nitro-2,3-dihydro-1,4-benzodiazepin-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.015.088 Edit this at Wikidata
Chemical and physical data
FormulaC15H10ClN3O3
Molar mass315.715
3D model (JSmol)
  • [O-][N+](C1=CC2=C(C=C1)NC(CN=C2C3=CC=CC=C3Cl)=O)=O
  • InChI=1S/C15H10ClN3O3/c16-12-4-2-1-3-10(12)15-11-7-9(19(21)22)5-6-13(11)18-14(20)8-17-15/h1-7H,8H2,(H,18,20) checkY
  • Key:DGBIGWXXNGSACT-UHFFFAOYSA-N checkY
  (verify)

ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା:- ନିଦ୍ରାବେଶ, ସମନ୍ୱୟ ଅଭାବ ଓ ଉତ୍ତେଜନା । ଏହା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି କରାଏ । ବେଞ୍ଜୋଡାଏଜେପିନର ଦୀର୍ଘକାଳୀନ ପ୍ରଭାବ ଯୋଗୁ ଡ୍ରଗ ଇନ୍‌ଟୋଲେରାନ୍ସ, ବେଞ୍ଜୋଡାଏଜେପିନ ଡିପେଣ୍ଡେନ୍ସ ଓ ଡ୍ରଗ ନେବା ବନ୍ଦକଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ ।[୩]ଚାରି ସପ୍ତାହରୁ ଅଧିକ କାଳ ଏହା ନେଲେ ଡିପେଣ୍ଡେନ୍ସ ହୁଏ । [୪] ଗର୍ଭାବସ୍ଥାରେ ନେଲେ ଶିଶୁକୁ ବିପଦ ହୋଇପାରେ । [୩] ଏହା ଗାବା ରେସେପ୍ଟର ସ‌ହିତ ସଂଯୁକ୍ତ ହୋଇ ଗାବା ପ୍ରଭାବ ବୃଦ୍ଧି କରାଏ । [୪]

କ୍ଳୋନାଜେପାମ ଏସଏନ ୧୯୬୪ରେ ପ୍ରଥମେ ପେଟେଣ୍ଟ ହୋଇଥିଲା ଓ ଆମେରିକାରେ ସନ ୧୯୭୫ରେ ବିକ୍ରୟ ଆରମ୍ଭ କରାଯାଇଥିଲା ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ [୩] ଏହାର ହୋଲସେଲ ମୂଲ୍ୟ ପିଲ ପିଛା 0.0୧ରୁ 0.0୭ ଆମେରୋକୀୟ ଡଲାର ।[୬] ଆମେରିକାରେ ଏହାର ପ୍ରତି ପିଲର ମୂଲ୍ୟ ପ୍ରାୟ 0.୪0 ଆମେରିକୀୟ ଡଲାର ।[୩] ପୃଥିବୀର ଅନେକ ସ୍ଥାନରେ ଏହା ମନୋରଞ୍ଜନ‌କାରୀ ଔଷଧ ହିସାବରେ ବ୍ୟବହାର କରାଯାଏ ।[୭][୮]

ଆଧାର ସମ୍ପାଦନ କରନ୍ତୁ

  1. Saunders Nursing Drug Handbook 2014
  2. ୨.୦ ୨.୧ ୨.୨ Cooper, edited by Grant (2007). Therapeutic uses of botulinum toxin. Totowa, N.J.: Humana Press. p. 214. ISBN 9781597452472. {{cite book}}: |first1= has generic name (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Clonazepam". The American Society of Health-System Pharmacists. Retrieved Aug 15, 2015.
  4. ୪.୦ ୪.୧ Riss, J.; Cloyd, J.; Gates, J.; Collins, S. (Aug 2008). "Benzodiazepines in epilepsy: pharmacology and pharmacokinetics" (PDF). Acta Neurol Scand. 118 (2): 69–86. doi:10.1111/j.1600-0404.2008.01004.x. PMID 18384456.
  5. Shorter, Edward (2005). "B". A Historical Dictionary of Psychiatry. Oxford University Press. ISBN 9780190292010.
  6. "Clonazepam". International Drug Price Indicator Guide. Retrieved 15 August 2015.
  7. Martino, edited by Davide; Cavanna, Andrea E. (2013). Advances in the neurochemistry and neuropharmacology of Tourette Syndrome. Burlington: Elsevier Science. p. 357. ISBN 9780124115613. In several countries, presciption and use is now severely limited due to abusive recreational use of clonazepam. {{cite book}}: |first1= has generic name (help)
  8. Fisher, Gary L. (2009). Encyclopedia of substance abuse prevention, treatment, & recovery. Los Angeles: SAGE. p. 100. ISBN 9781412950848. frequently abused