କ୍ରୋଟାମିଟନ, ୟୁରାକ୍ସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କାଛୁ, ଉକୁଣୀ ଏବଂ ଗଲୁର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ପରମେଥ୍ରିନ୍ ତୁଳନାରେ କାଛୁ ରୋଗରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୨]

କ୍ରୋଟାମିଟନ
Clinical data
AHFS/Drugs.commonograph
Pregnancy
category
  • US: C (Risk not ruled out)
Identifiers
  • (E)-N-Ethyl-N-(2-methylphenyl)but-2-enamide
Chemical and physical data
FormulaC13H17NO
Molar mass୨୦୩.୨୯ g·mol−1
3D model (JSmol)
  • O=C(N(c1ccccc1C)CC)/C=C/C
  • InChI=1S/C13H17NO/c1-4-8-13(15)14(5-2)12-10-7-6-9-11(12)3/h4,6-10H,5H2,1-3H3/b8-4+ checkY
  • Key:DNTGGZPQPQTDQF-XBXARRHUSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଟେ ।[୧]

ଅନ୍ତତଃ ପକ୍ଷେ ୧୯୪୯ ପରଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରୋଟାମିଟନ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଛି ।[୧] ଯୁକ୍ତରାଜ୍ୟରେ ୧୦୦ ଗ୍ରାମ କ୍ରିମର ମୂଲ୍ୟ ୪ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ୬୦ ଗ୍ରାମ କ୍ରିମର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Crotamiton Monograph for Professionals". Drugs.com (in ଇଂରାଜୀ). Archived from the original on 30 June 2019. Retrieved 7 January 2022.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1309. ISBN 978-0857114105.
  3. "Crotamiton Prices, Coupons & Savings Tips - GoodRx". GoodRx. Retrieved 7 January 2022.