କ୍ରେମ ଲିଆଟ ପ୍ରାହ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
କ୍ରେମ ଲିଆଟ ପ୍ରାହ ଭାରତର ଦୀର୍ଘତମ ପ୍ରକୃତିକ ଗୁମ୍ଫା ।
ପ୍ରଚ୍ଛଦ
ସମ୍ପାଦନାଲିଆଟ ପ୍ରାହ ( ଖାସୀ ଭାଷାରେ କ୍ରେମକୁ ଗୁମ୍ଫା କୁହାଯାଏ ) ଷୋନମଗିରି ଅଞ୍ଚଳରେ ଥିବା 150ଟି ଗୁମ୍ଫା ମଧ୍ୟରେ ଅନନ୍ୟତମ । ଏହା ଭାରତୀୟ ରାଜ୍ୟ ମେଘାଳୟର ଜୟନ୍ତିଆର ପୂର୍ବ ପଟରେ ରହିଛି । ଅନୁସନ୍ଧାନ ସମୟରେ ଏହାର ଲମ୍ବ 34 କିଲୋମିଟର ଥିବାର ଜଣା ଯାଇଥିଲା । ଏହି ଦୈର୍ଘ୍ୟ ଆହୁରି ବୃଦ୍ଧି ପାଇବା ଯଦି ନିକଟସ୍ଥ ଗୁମ୍ଫା ଗୁଡିକର ସଂଯୋଗୀକରଣ କାର୍ଯ୍ୟ ସମାପ୍ତ ହେବ । ପ୍ରାହର ବିଶିଷ୍ଟତା ହେଲା ଏହାର ବିଶାଳ ରାସ୍ତା ଯାହା ବିମାନ ବନ୍ଦରର ହାଙ୍ଗର ସଦୃଶ ରହିଥାଏ ।