କ୍ରୀଷ୍ଣା ପୁନିୟା
କ୍ରୀଷ୍ଣା ପୁନିୟା (ଇଂରାଜୀ :Krishna Poonia) (ଜନ୍ମ ୦୫ ମଇ ୧୯୭୭) ଜଣେ ଭାରତୀୟ ଡିସ୍କସ ଥ୍ରୋଅର ଅଟନ୍ତି । ସେ 11 ଅକ୍ଟୋବର 2010 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଣ୍ଡଳ ଖେଳର ଫାଇନାଲ ମ୍ୟାଚରେ ଡିସ୍କସ ପକାଇ 61.51 ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ 2011 ମସିହାରେ ଭାରତ ସରକାର ନାଗରିକ ସମ୍ମାନରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ । [୨]
ବ୍ୟକ୍ତିଗତ ତଥ୍ୟ | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Agroha, Haryana, India | ୫ ମଇ ୧୯୭୭|||||||||||||||||
ଉଚ୍ଚତା | 1.86 m (6 ft 1 in)[୧] | |||||||||||||||||
ଓଜନ | 79 kg (174 lb; 12.4 st) (2013–present) | |||||||||||||||||
Sport | ||||||||||||||||||
ଦେଶ | ଭାରତ | |||||||||||||||||
କ୍ରୀଡ଼ା | Athletics | |||||||||||||||||
Event(s) | Discus | |||||||||||||||||
Achievements and titles | ||||||||||||||||||
Personal best(s) | 64.76 m (Wailuku 2012) | |||||||||||||||||
Medal record
|
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଜଣେ ଜାଟ ପରିବାରରୁ [୩] ଅଗ୍ରୋହା ହିସାର ହରିୟାଣାରୁ ଅଟନ୍ତି ।[୪][୫][୬] ସେ 2000 ମସିହାରେ ରାଜସ୍ଥାନର ଚୂରୁ ଜେଲର ଗାଗବାସ ଗ୍ରାମର ବିରେନ୍ଦ୍ର ସିଂ ପୁନିୟାଙ୍କୁ ବିବାହ କରିଥିଲେ । ସେ ଜୟପୁରରେ ଭାରତୀୟ ରେଳରେ କାର୍ଯ୍ୟରତ ଅଟନ୍ତି । କ୍ରୀଷ୍ଣା ନିଜର ପାଠ ପଢ଼ା ସାଇକୋଲୋଜିରେ ଜୟପୁରରେ କରିଥିଲେ ।
ଖେଳ ଜୀବନ
ସମ୍ପାଦନାସେ 2006 ମସିହାରେ ଦୋହା ଏସିୟାନ ଖେଳରେ କାଂସ୍ୟ ପଦକ ଜିତିଥିଲେ । ସେହି ସମୟରେ ସେ ଚୀନର ଏମୀନ ସିଂଗଙ୍କୁ ହରେଇଥିଲେ । କ୍ରୀଷ୍ଣା 46ତମ ଓପନ ନ୍ୟାସନାଲ} ଏଥଲେଟିକ୍ସ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେତେବେଳେ ତାଙ୍କର (୬୦.୧୦ ମିଟର ଦୂର) ଥିଲା , ଯାହା ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ଥିଲା । 2008 ବିଞ୍ଜିଗ ଓଲିଓମ୍ପିକ ଖେଳରେ ସେ ଅଂଶଗ୍ରହଣ କରିଥିଲେ କିନ୍ତୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ । 08 ମଇ 2012 ମସିହାରେ ସେ ନିଜ କ୍ୟାରିଅରର ସବୁଠାରୁ ଭଲ ପ୍ରଦର୍ଶନ କରି ୬୪.୭୬ ମିଟରରେ ହବାଇ, ସଂଯୁକ୍ତ ରାଷ୍ଟ୍ର ସଂଘରେ ବିଶ୍ୱ ରେକର୍ଡ ବନେଇଥିଲେ ।
2010 ରାଷ୍ଟ୍ର ମଣ୍ଡଳ
ସମ୍ପାଦନାକ୍ରୀଷ୍ଣା ଭାରତର ପ୍ରଥମ ମହିଳା ଆଥେଲେଟିକ୍ସ ଅଟନ୍ତି ଯିଏ ରାଷ୍ଟ୍ରମଣ୍ଡଳ ଖେଳରେ ସ୍ୱର୍ଣ୍ଣ ପଦକ ଜିତିଥିଲେ , ଯାହା 2010 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ସେଥିରେ ସେ କ୍ଲିନ ସିପ କରିଥିଲେ ।
2012 ଲଣ୍ଡନ ଓଲିଓମ୍ପିକ
ସମ୍ପାଦନା2012 ମସହରେ ଲଣ୍ଡନରେ ହୋଇଥିବା ଓଲିଓମ୍ପିକରେ ମଧ୍ୟ କ୍ରୀଷ୍ଣା ଭଲ ପ୍ରଦର୍ଶନ କରିଥିଲେ । ଏଥିରେ ତାଙ୍କର ଭଲ ପ୍ରଦର୍ଶନ 63.62 ଥିଲା । [୭][୮]
ଆଧାର
ସମ୍ପାଦନା- ↑ "KRISHNA POONIA". g2014results.thecgf.com. Commonwealth Games Federation. Retrieved 29 ଜୁଲାଇ 2016.
- ↑ "ପଦ୍ମଶ୍ରୀ ପୁରସ୍କାର" (PDF). ଗୃହ ମନ୍ତ୍ରାଳୟ, Government of India. Archived from the original (PDF) on 15 October 2015. Retrieved 07 ଜୁନ 2016.
{{cite web}}
: Check date values in:|accessdate=
(help) - ↑ "Discuss Trio Makes History". ଦି ଇଣ୍ଡିଆନ ଏକ୍ସପ୍ରେସ.
- ↑ "Jats Leads the pack at commonwealth". ଇଣ୍ଡିଆ ଟୁଡେ.
- ↑ "A Level playing field". CNN IBN. Archived from the original on 30 ଜୁଲାଇ 2014. Retrieved 2 ଜୁଲାଇ 2017.
- ↑ "Krishna Poonia: Profile 2012 London Olympics". Zee News. Retrieved 10 ଜୁଲାଇ 2013.
- ↑ "Krishna Poonia Finishes 7th". ଦି ହିନ୍ଦୁ.
- ↑ "Krishna Poonia Qualifies for Discus Final". ଦି ହିନ୍ଦୁ.