କ୍ରିସାବୋରୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଇଉକ୍ରିସା, ହେଉଛି ଏକ ଔଷଧ ଯାହା ଏକଜିମା (ଆଟୋପିକ୍ ଡର୍ମାଟାଇଟିସ୍) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଦୁଇ ମାସରୁ ଅଧିକ ବୟସର ପିଲାର ସାମାନ୍ୟରୁ ମଧ୍ୟମ ଧରଣର ରୋଗ ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]

କ୍ରିସାବୋରୋଲ
Clinical data
Pronunciation/jˈkrɪsə/ yoo-KRIS
Trade namesEucrisa, Staquis
SynonymsAN-2728
AHFS/Drugs.commonograph
MedlinePlusa617019
data
Pregnancy
category
  • AU: B1
  • US: N (Not classified yet)
Routes of
administration
Topical (ointment)
Legal status
Legal status
Identifiers
  • 4-[(1-Hydroxy-1,3-dihydro-2,1-benzoxaborol-5-yl)oxy]benzonitrile
ECHA InfoCard100.225.309 Edit this at Wikidata
Chemical and physical data
FormulaC14H10BNO3
Molar mass୨୫୧.୦୫ g·mol−1
3D model (JSmol)
  • B1(c2ccc(cc2CO1)Oc3ccc(cc3)C#N)O
  • InChI=1S/C14H10BNO3/c16-8-10-1-3-12(4-2-10)19-13-5-6-14-11(7-13)9-18-15(14)17/h1-7,17H,9H2
  • Key:USZAGAREISWJDP-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥଳରେ ଜ୍ୱଳନ କିମ୍ବା ଫୋଡ଼ିହେବା ଅନୁଭବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଏହା ଏକ ଫସଫୋଡାଇଏଷ୍ଟେରେଜ୍ 4 (PDE-4) ଇନହିବିଟର ଯାହା ସାଇଟୋକାଇନ ନିର୍ଗତକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧] [୨]

୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରିସାବୋରୋଲକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ୬୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୮୦ ଡଲାର ଥିଲା । [୩] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ୨୦୨୨ ସୁଦ୍ଧା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Eucrisa- crisaborole ointment". DailyMed. 21 April 2020. Archived from the original on 23 March 2021. Retrieved 28 April 2020.
  2. ୨.୦ ୨.୧ ୨.୨ ୨.୩ "Staquis EPAR". European Medicines Agency (EMA). 29 January 2020. Archived from the original on 2 November 2021. Retrieved 28 April 2020.
  3. "Crisaborole Prices, Coupons & Savings Tips - GoodRx". GoodRx. Retrieved 7 January 2022.
  4. "Crisaborole". SPS - Specialist Pharmacy Service. 8 January 2016. Archived from the original on 11 October 2021. Retrieved 7 January 2022.