କ୍ରାଇଜୋଟିନିବ, ଅନ୍ୟମାନଙ୍କ ମଧ୍ୟରେ ଜାଲକୋରି (Xalkori) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଏକ ଅଣ-ଛୋଟ ଫୁସଫୁସ (NSCLC) କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅଗ୍ରବର୍ତ୍ତୀ ରୋଗ ପାଇଁ ବ୍ୟବହୃତ ହୁଏ ଯାହାକି ଏଏଲକେ-ପଜିଟିଭ୍ କିମ୍ବା ଆରଓଏସ୧-ପଜିଟିଭ୍ | [୧] ଏହା ପାଟିରେ ଦିଆଯାଏ ।[୧]

କ୍ରାଇଜୋଟିନିବ
Clinical data
Trade namesXalkori, others
SynonymsPF-02341066
1066
AHFS/Drugs.commonograph
MedlinePlusa612018
data
Pregnancy
category
  • AU: D
Routes of
administration
By mouth
Legal status
Legal status
Pharmacokinetic data
Bioavailability43%
Protein binding91%
MetabolismLiver (CYP3A4/CYP3A5-mediated)
Elimination half-life42 hours
ExcretionFaeces (63%), urine (22%)
Identifiers
  • 3-[(1R)-1-(2,6-dichloro-3-fluorophenyl)ethoxy]-5-(1-piperidin-4-ylpyrazol-4-yl)pyridin-2-amine
ECHA InfoCard100.166.440 Edit this at Wikidata
Chemical and physical data
FormulaC21H22Cl2FN5O
Molar mass୪୫୦.୩୪ g·mol−1
3D model (JSmol)
  • C1(=C(C=CC(=C1[C@H](OC2=C(N=CC(=C2)C3=C[N](N=C3)C4CCNCC4)N)C)Cl)F)Cl
  • InChI=1S/C21H22Cl2FN5O/c1-12(19-16(22)2-3-17(24)20(19)23)30-18-8-13(9-27-21(18)25)14-10-28-29(11-14)15-4-6-26-7-5-15/h2-3,8-12,15,26H,4-7H2,1H3,(H2,25,27)/t12-/m1/s1 checkY
  • Key:KTEIFNKAUNYNJU-GFCCVEGCSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ଶକ୍ତି ସମସ୍ୟା, ବାନ୍ତି, ତରଳ ଝାଡ଼ା, ଫୁଲା, ଯକୃତ ସମସ୍ୟା, ମୁଣ୍ଡ ବୁଲାଇବା, ସ୍ନାୟୁ ଯନ୍ତ୍ରଣା, ଥକାପଣ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ । [୨] ଏହା ଏକ ରିସେପ୍ଟର ଟାଇରୋସିନ୍ କାଇନେଜ (RTK) ନିରୋଧକ ।[୧]

୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରାଇଜୋଟିନିବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚର ମୂଲ୍ୟ ୨୦୨୧ରେ ୪,୭୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୪୦୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Xalkori EPAR". European Medicines Agency (EMA). Archived from the original on 19 April 2021. Retrieved 18 April 2021.
  2. ୨.୦ ୨.୧ ୨.୨ "Xalkori- crizotinib capsule". DailyMed. Archived from the original on 9 October 2021. Retrieved 18 April 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 1019. ISBN 978-0857114105.
  4. "Xalkori Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 December 2019. Retrieved 7 January 2022.