କ୍ରସ ସାଇଟ୍ ସ୍କ୍ରିପଟିଂ

କ୍ରସ ସାଇଟ୍ ସ୍କ୍ରିପଟିଂ (XSS Cross Site Scripting) ଏକ ପ୍ରକାର ବିପଦ ଯାହା ସାଧାରଣତଃ ଓ୍ବେବ୍ ଆପ୍ଲିକେସନରେ ଦେଖାଯାଇଥାଏ | [୧][୨][୩] ଏହି ପ୍ରକାର ବିପଦ ଥିଲେ ଖଳ ଲୋକମାନେ ପ୍ରକୃତ ବ୍ୟବହାରକାରୀଙ୍କ ଓ୍ବେବ ପୃଷ୍ଠାରେ ବିପଦପୂର୍ଣ୍ଣ ପ୍ରୋଗ୍ରାମ ଇଞ୍ଜେକ୍ଟ କରିଦେଇଥାନ୍ତି |

ପୃଷ୍ଠଭୂମି ସମ୍ପାଦନା

ପ୍ରକାର ସମ୍ପାଦନା

ରିଫ୍ଲେକ୍ଟେଡ ସମ୍ପାଦନା

ଏପରି ସମସ୍ୟା ଥିବା ଓ୍ବେବ୍ ଆପ୍ଲିକେସନରେ ବ୍ୟବହାରକାରୀ ଦେଇଥିବା ତଥ୍ୟ ବିଭିନ୍ନ ପ୍ରକାର ମାର୍ଗ ହୋଇ ତାଙ୍କ ପାଖକୁ ଆସିଥାଏ | ଆପ୍ଲିକେସନରେ ଦେଖେଉଥିବା ସର୍ଚ୍ଚର ଫଳାଫଳ, ତ୍ରୁଟି ମେସେଜ କିମ୍ବା ଅନ୍ୟ ପ୍ରକାରର ପ୍ରତିକ୍ରିୟା ମାଧ୍ୟମରେ ଦିଆଯାଇଥିବା ତଥ୍ୟଟି ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ସର୍ଭରରୁ ପ୍ରତିଫଳିତ ହୋଇ ଫେରିଆସିଥାଏ |

ସଞ୍ଚିତ ହୋଇରହିଥିବା ସମ୍ପାଦନା
DOM ଆଧାରିତ ସମ୍ପାଦନା

ଉଦାହରଣ ସମ୍ପାଦନା

ସତର୍କତା ସମ୍ପାଦନା

ବ୍ୟବହାରକାରୀଙ୍କଦ୍ୱାରା ଇନ୍ ପୁଟ୍ ସଫାକରିବା ସମ୍ପାଦନା
HTML ଇନ୍ ପୁଟ୍ର ସମୀକ୍ଷା କରିବା ସମ୍ପାଦନା
Cookie ସୁୁରକ୍ଷା ସମ୍ପାଦନା
scripts ଅଚଳ କରିଦେବା ସମ୍ପାଦନା

ଆଧାର ସମ୍ପାଦନା

  1. "Cross Site Scripting (XSS) Software Attack | OWASP Foundation". owasp.org (in ଇଂରାଜୀ). Retrieved 2022-01-15.
  2. "What is cross-site scripting (XSS) and how to prevent it? | Web Security Academy". portswigger.net. Retrieved 2022-01-15.
  3. "Cross-site scripting", Wikipedia (in ଇଂରାଜୀ), 2021-12-16, retrieved 2022-01-15