କୌଶଲ୍ୟା ବନ୍ଧ

ପିଞ୍ଜୋର ରେ ବନ୍ଧ, ହରିୟାଣା

କୌଶଲ୍ୟା ବନ୍ଧ (Hindi: कौशल्या बांध) ହରିୟାଣା ରାଜ୍ୟର କୌଶଲ୍ୟା ନଦୀ ଉପରେ ନିର୍ମିତ ଏକ ମାଟି ବନ୍ଧ । ଏହା ହରିୟାଣାର ପିନଯୋର ସହରରେ ଅବସ୍ଥିତ । ଏହାର ମୁଖ୍ୟ ଉଦେଶ୍ୟ ଜଳଯୋଗାଣ ଥିଲା ଓ ଏହା 2008ରୁ 20012 ମସିହା ମଧ୍ୟରେ ନିର୍ମିତ ହେଲା । .[୧]

Kaushalya Dam
ଫାଇଲ:File:Kaushalya dam, Pinjor, district panchkula , Haryana, India.JPG
Kaushalya Dam
କୌଶଲ୍ୟା ବନ୍ଧ is located in India
କୌଶଲ୍ୟା ବନ୍ଧ
Location of Kaushalya Dam
ଦେଶIndia
ଦିଗବାରେଣି30°46′30″N 76°54′50″E / 30.77500°N 76.91389°E / 30.77500; 76.91389
ସ୍ଥିତିOperational
କାମ ଆରମ୍ଭ ହେଲା2008

ଅବସ୍ଥିତି  ସମ୍ପାଦନା

କୌଶଲ୍ୟା ବରେଜ ଓ ବନ୍ଧ ଚଣ୍ଡିଗଡଠାରୁ 21 କିଲୋମିଟର ଦୂରରେ ରହିଛି । ,[୨] ଏହା ପଞ୍ଚକୁଲା ସହରରୁ 12 କିଲୋମିଟର ଦୂରରେ ରହିଛି । ,[୩] ପିନଯୋର ସହରରୁ ଏହା 5 କିଲୋମିଟର [୪]ଏବଂ ବୀର ଶିକାରଗଡ ଅଭୟାରଣ୍ୟଠାରୁ 13 କିଲୋମିଟର ଦୂରରେ ରହିଛି । 

ଇତିହାସ  ସମ୍ପାଦନା

19 ତମ ଶତାବ୍ଦୀରେ ବ୍ରିଟିଶ ସମୟରେ ଏହିଠାରେ ଅମ୍ବାଲା ସେନା ଆବାସକୁ ଜଳ ଯୋଗାଣ ପାଇଁ ବନ୍ଧ ନିର୍ମାଣ ପାଇଁ ଯୋଜନା ହେଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହେଇ ପାରିନଥିଲା ।t.[୫]

ପୁନର୍ବାର 1960 ମସିହାରେ ବନ୍ଧ ପାଇଁ ବିଚାର ହେଇଥିଲେ ମଧ୍ୟ 4,000 ଏକର ଜମି ଏଥିରେ ବୁଡି ଯିବାର ଥିବାରୁ ଏହାକୁ 1999 ମସିହାରେ ପରିତ୍ୟାଗ କରାଗଲା । 2005 ମସିହାରେ ଏହାର ନିର୍ମାଣ ପାଇଁ ସଂଶୋଧିତ ଅଟକଳ ସହ କ୍ଷୁଦ୍ରତର ବନ୍ଧ ଭାବରେ ନିର୍ମାଣ କରାଗଲା ଓ ଏହା 2008 ମସିହାରେ କାର୍ଯ୍ୟକାରୀ ହେଲା ।[୫] .[୧][୬]

ନିର୍ମାଣ  ସମ୍ପାଦନା

ହରିୟାଣା ସରକାର କୌଶଲ୍ୟା ବନ୍ଧାକୁ 217 କୋଟି [୬]ଟଙ୍କାରେ ନିର୍ମାଣ କରିଥିଲେ । ଏହାର ଦୈର୍ଘ୍ୟ 700 ମିଟର ଓ ପ୍ରସ୍ଥ 34 ମିଟର । ଏହା ଏକ ମାଟି ବନ୍ଧ । [୫]

ଉଦେଶ୍ୟ  ସମ୍ପାଦନା

ହରିୟାଣା ସରକାର ଏହି ବନ୍ଧାକୁ ମୁଖ୍ୟତଃ ପଞ୍ଚକୁଲା ସହରକୁ ଜଳଯୋଗାଣ ପାଇଁ ନିର୍ମାଣ କରିଥିଲେ । ଏଠାରୁ ପ୍ରତ୍ୟହ 40 କିଉସେକ ଜଳ ମିଳିଥାଏ । ଏହା ସହ ଏହି ବନ୍ଧା ସହରକୁ ବନ୍ୟା ଜଳ ଦାଉରୁ ରକ୍ଷ୍ୟା କରିବା ସହ ଏହା ଏକ ପର୍ଯ୍ୟଟକ ଆକର୍ଷଣ ମଧ୍ୟ ହୋଇଛି । [୫]        .[୬]

ଜୀବଜନ୍ତୁ  ସମ୍ପାଦନା

ଏହି ଆର୍ଦ୍ରଭୂମି ଅଞ୍ଚଳକୁ ଶୀତକାଳରେ ବହୁ ବିଦେଶାଗତ ପକ୍ଷୀ ଆସିଥାନ୍ତି । [୭]

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. ୧.୦ ୧.୧ {{cite web}}: Empty citation (help)
  2. Directions from Kaushalya dam to Chandigarh
  3. Directions from Kaushalya dam to Panchkula
  4. [ Directions from Kaushalya dam to Pinjore]
  5. ୫.୦ ୫.୧ ୫.୨ ୫.୩ "Hillsofmorni.com - Kaushalya dam". Archived from the original on 2017-11-14. Retrieved 2016-11-30.
  6. ୬.୦ ୬.୧ ୬.୨ Dailymail - Scam worth Rs-217 crore failed Kaushalya Dam says CAG
  7. Times Of India (୨୨ ଡିସେମ୍ବର ୨୦୧୪). "Crows drop dead". Retrieved ୨୬ ମାର୍ଚ୍ଚ ୨୦୧୬. {{cite news}}: Check date values in: |access-date= and |date= (help); More than one of |accessdate= and |access-date= specified (help)