କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍

୨୦୨୧ ଓଡ଼ିଆ କଥାଚିତ୍ର

କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍, ୨୦୨୧ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ।[୧] ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ନଳିନୀକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍
ନିର୍ଦ୍ଦେଶକସ୍ନେହାଶିଷ ଦାସ
ପ୍ରଯୋଜକକୌଶିକ ଦାସ
ଚିତ୍ରନାଟ୍ୟସ୍ନେହାଶିଷ ଦାସ
କାହାଣୀସ୍ନେହାଶିଷ ଦାସ
କଳାକାରଗାର୍ଗୀ ମହାନ୍ତି
ଲିଙ୍କନ ପଟ୍ଟନାୟକ
ଧରିତ୍ରୀ ଖଣ୍ଡୁଆଳ
ଭାସ୍ୱତୀ ବସୁ
ସଙ୍ଗୀତନଳିନୀକାନ୍ତ ପଟ୍ଟନାୟକ
ଚିତ୍ରଗ୍ରହଣଶ୍ରୀକାନ୍ତ ପଟ୍ଟନାୟକ
ସମ୍ପାଦକପ୍ରଶାନ୍ତ କୁମାର ନାଏକ
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୨୧
କଥାଚିତ୍ରର ସମୟ
୧୨୩.୧୦ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗାର୍ଗୀ ମହାନ୍ତି ।[୩] ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ଖଣ୍ଡୁଆଳ, ଭାସ୍ୱତୀ ବସୁ, ବିଦ୍ୟୁତପ୍ରଭା ପଟ୍ଟନାୟକ, ସୋନାଲି ଓଝା, ଦିପାନ୍ୱିତ ଦାସ ମହାପାତ୍ର, ପ୍ରଣବ ପ୍ରସନ୍ନ ରଥ, ସସ୍ମିତା ମହାନ୍ତି, ଶଶଧର ପ୍ରଧାନ, ଆଶିଷ କୁମାର ପରିଡ଼ା, ସୁନିଲ କୁମାର ପଟ୍ଟନାୟକ, ସାସ୍ୱତୀ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ୨୦୨୧ ମସିହାର ଜୁନ ୧୨ ତାରିଖରେ ଆଓ ଏନ୍ଏକ୍ସ୍‌ଟିରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ ସମ୍ପାଦନା

  • ଗାର୍ଗୀ ମହାନ୍ତି[୧]
  • ଲିଙ୍କନ ପଟ୍ଟନାୟକ
  • ଧରିତ୍ରୀ ଖଣ୍ଡୁଆଳ
  • ଭାସ୍ୱତୀ ବସୁ
  • ବିଦ୍ୟୁତପ୍ରଭା ପଟ୍ଟନାୟକ
  • ସୋନାଲି ଓଝା
  • ଦିପାନ୍ୱିତ ଦାସ ମହାପାତ୍ର
  • ପ୍ରଣବ ପ୍ରସନ୍ନ ରଥ
  • ସସ୍ମିତା ମହାନ୍ତି
  • ଶଶଧର ପ୍ରଧାନ
  • ଆଶିଷ କୁମାର ପରିଡ଼ା
  • ସୁନିଲ କୁମାର ପଟ୍ଟନାୟକ
  • ସାସ୍ୱତୀ ପଣ୍ଡା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଳିନୀକାନ୍ତ ପଟ୍ଟନାୟକ । କୁମୁଦୁନୀ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ମା' ମାଟିର ମୋହ 'କୋକଲି' | Sambad". ସମ୍ବାଦ. sambad.in. 14 June 2021. Archived from the original on 13 December 2021. Retrieved 13 December 2021.
  2. "ବଦଳୁଛି ଓଡ଼ିଆ ସିନେମା, ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ?". Zee News. Archived from the original on 26 April 2021. Retrieved 10 December 2021.
  3. DASH, MRUNAL MANMAY (10 September 2019). "The Odia movie on climate change "Kokoli, Fish Out Of Water", directed by acclaimed documentary and short filmmaker Snehasish Das, bagged three awards in the prestigious Bacalar Mexico International Film Festival". OTV (in English). Archived from the original on 10 December 2021. Retrieved 10 December 2021.{{cite news}}: CS1 maint: unrecognized language (link)
  4. "ଫିଲ୍ମ 'କୋକୋଲି' ପ୍ରଦର୍ଶିତ". Prameya. 22 January 2019. Archived from the original on 14 April 2021. Retrieved 10 December 2021.
  5. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା