କୈଲାଶ ସହର ବିମାନ ବନ୍ଦର

କୈଲାଶ ସହର ବିମାନ ବନ୍ଦର(IATA: IXHICAO: VEKR) ଭାରତୀୟ ରାଜ୍ୟ ତ୍ରିପୁରାର କୈଲାଶ ସହରଠାରେ ଅବସ୍ଥିତ । ଏଠାରେ 1990 ମସିହା ଯାଏ ଏକ ବିମାନ ବନ୍ଦର ଥିଲା । ତେବେ ସ୍ଥାନ ଅଭାବରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ଯାଏ ସେଠାରେ ଔ ବିକଳ୍ପ ବିମାନ ବନ୍ଦରର ବ୍ୟବସ୍ଥା କରାଯାଇ ନାହି । 

Kailashahar Airport
कैलाशहर हवाई अड्डे
IATA: IXHICAO: VEKR
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ଅବସ୍ଥାନ Kailashahar
ଉଚ୍ଚତା (ସମୁଦ୍ର ଠାରୁ) 79 ft / 24 m
ଦିଗବାରେଣି 24°18′29″N 092°00′26″E / 24.30806°N 92.00722°E / 24.30806; 92.00722
ରନବେ
ଦିଗ ଲମ୍ବ ଭୂମି
ft m
03/21 3,300 1,006 Asphalt

ପ୍ରଚଳିତ ବିମାନ  ସମ୍ପାଦନା

ବର୍ତ୍ତମାନ ସେଠାରୁ କଉଣଶି ନିୟମିତ ଉଡାଣ ନାହି । 

ବାହ୍ୟ  ସଂଯୋଗ  ସମ୍ପାଦନା