କେଶଈବାହାଲ

ଭାରତର ଏକ ଗାଆଁ

କେଶଈବାହାଲ,  ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଏକ ଗ୍ରାମ । ଏହା ଏକ ପଞ୍ଚାଯତ ଗ୍ରାମ ମଧ୍ୟ ।

ସୁବିଧାସୁଯୋଗ ସମ୍ପାଦନା

ଏହି ଅଞ୍ଚଳର ଅନନ୍ୟ ଗ୍ରାମ ସବୁ ମଧ୍ୟରେ ଏହା ଉନ୍ନତ ଗ୍ରାମ ଭାବରେ ପରିଚିତ । ଏଠାରେ ଏକ କଲେଜ ସମେତ ଶିକ୍ଷା , ବାଙ୍କ ବ୍ୟବସ୍ଥା , ହସ୍ପିଟାଲ ଇତ୍ୟାଦିର ସୁବିଧା ଉପଲବ୍ଧ ହେଇଥାଏ ।

ଜନସଂଖ୍ୟା ସମ୍ପାଦନା

ଏଠାରେ 2011 ମସିହା ଜନଗଣନା [୧]ଅନୁସାରେ ଲୋକସଂଖ୍ୟା 1734ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୮୮୧ଥିବା ସ୍ଥଳେ ମହିଳା ସଂଖ୍ୟା ୮୬୨ ଥିଲା । ଏଠାରେ ସାକ୍ଷ୍ୟରତା ହାର 73.62% ରହିଥିଲା , ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷ୍ୟରତା ହାର 80.27% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର 66.71 % ଥିଲା । 6 ବର୍ଷରୁ କମ ସଂଖ୍ୟା 9.75  % ଥିଲା ।

ଆଧାର ସମ୍ପାଦନା