କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକମାନଙ୍କ ତାଲିକା
ସାହିତ୍ୟ ଏକାଡେମୀ ପୁରସ୍କାର ଏକ ବାର୍ଷିକ ପୁରସ୍କାର, ଯାହା ସାହିତ୍ୟ ଏକାଡେମୀଦ୍ୱାରା (ଭାରତର ନ୍ୟାସନାଲ୍ ଏକାଡେମୀ ଅଫ୍ ଲେଟର୍ସ) ୨୪ଟି ଭାରତୀୟ ଭାଷାରେ ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପ୍ରଥମେ ୧୯୫୫ ମସିହାରେ ପୁରସ୍କୃତ କରାଯାଇଥିଲା। ଏଥିରେ ୫୦,୦୦୦ ଟଙ୍କା ଆର୍ଥିକ ପୁରସ୍କାର ରହିଛି । ପ୍ରଥମେ ଏହି ପୁରସ୍କାର ୧୯୫୬ ମସିହାରେ ସଂସ୍କୃତ ପାଇଁ ଦିଆଯାଇଥିଲା । ପ୍ରଥମ ପାଞ୍ଚଟି ପୁରସ୍କାର ସଂସ୍କୃତର ସଂସ୍କୃତି ସହିତ ଜଡିତ ଅନ୍ୟ ଭାଷାରେ କାର୍ଯ୍ୟ କରିବାକୁ ଦିଆ ଯାଇଥିଲା । ୧୯୬୭ ମସିହାରୁ ଏହି ପୁରସ୍କାର କେବଳ ସଂସ୍କୃତ ଭାଷାରେ କାର୍ଯ୍ୟ କରିବା ପାଇଁ ଦିଆଯାଇଛି । ଏହି ପୁରସ୍କାର ଜିତିଥିବା ସଂସ୍କୃତ ଭାଷା ଲେଖକଙ୍କ ତାଲିକା ନିମ୍ନରେ ଦିଆଯାଇଛି:[୧][୨]
ସାହିତ୍ୟ ଏକାଡେମୀ ପୁରସ୍କାର (ସଂସ୍କୃତ ଭାଷା) | |
---|---|
ଦାତା | ଭାରତୀୟ ସାହିତ୍ୟ ଏକାଡେମୀ |
ଦେଶ | ଭାରତ |
ପ୍ରଥମ ପୁରସ୍କାର | ୧୯୫୫ |
ଶେଷ ପୁରସ୍କାର | ୨୦୧୬ |
ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକ
ସମ୍ପାଦନାବର୍ଷ | ଲେଖକ | କାର୍ଯ୍ୟ | ଟିପ୍ପଣୀ |
---|---|---|---|
୧୯୫୬ | ପି.ଭି କାନେ | ଧର୍ମଶାସ୍ତ୍ରର ଇତିହାସ, Vol. IV (ଅନୁସନ୍ଧାନ) | |
୧୯୬୧ | ଗିରିଧର ଶର୍ମା ଚତୁର୍ବେଦୀ | ବୈଦିକ ବିଜ୍ଞାନ ଏବଂ ଭାରତୀୟ ସଂସ୍କୃତି (ହିନ୍ଦୀରେ ଅଧ୍ୟୟନ) (ଅନୁସନ୍ଧାନ) | |
୧୯୬୩ | ବି.ଏନ କ୍ରୀଷ୍ଣମୂର୍ତ୍ତୀ ଶର୍ମା | ବେଦାନ୍ତ ଦ୍ୱିତା ବିଦ୍ୟାଳୟର ଇତିହାସ ଏବଂ ଏହାର ସାହିତ୍ୟ (ଅନୁସନ୍ଧାନ) | |
୨୯୬୪ | ଗୋପୀନାଥ କବିରାଜ | ତାନ୍ତ୍ରିକ ଭଙ୍ଗମୟରେ ଶକ୍ତଦୃଷ୍ଟି (ଅନୁସନ୍ଧାନ) | |
୧୯୬୬ | ଭି.ରାଘବନ | ଭୋଜର ଶ୍ରୀଙ୍ଗାର ପ୍ରକାଶ (ସୌନ୍ଦର୍ଯ୍ୟ) | |
୧୯୬୭ | ରାମରୁପ ପାଠକ | ଚିତ୍ରକାବ୍ୟ କୌତୁକଂ (ପଦ୍ୟ) | |
୧୯୬୮ | ସତ୍ୟବ୍ରତ ଶାସ୍ତ୍ରୀ | ଶ୍ରୀ ଗୁରୁଗୋବିନ୍ଦ ସିଂହଚରିତଂ (ପଦ୍ୟ) | ଗୁରୁ ଗୋବିନ୍ଦ ସିଂଙ୍କ ଜୀବନୀ |
୧୯୭୦ | ଭି.ସୁବ୍ରହ୍ମଣ୍ୟ ଶାସ୍ତ୍ରୀ | ଶବ୍ଦତରଙ୍ଗିନୀ (ପ୍ରବନ୍ଧ) | ମୌଖିକ ଜ୍ଞାନ |
୧୯୭୩ | ମାଧବ ଶ୍ରୀହରି ଅଣେ | ଶ୍ରୀ ତିଲକାୟ ସୋର୍ଣ୍ଣଭ (ମହାକାବ୍ୟ) | ବାଲ ଗଙ୍ଗାଧର ତିଲକଙ୍କ ଜୀବନୀ |
୧୯୭୪ | ଶ୍ରୀଧର ଭାସ୍କର ବର୍ଣ୍ଣେକର | ଶ୍ରୀ ଶିବ ରାଜ୍ୟୋଦୟମ (ମହାକାବ୍ୟ) | ଶିବାଜୀ ଉପରେ ୬୮ଟି ଭାଗ |
୧୯୭୭ | ଶାନ୍ତି ଶାସ୍ତ୍ରୀ | ବୁଦ୍ଧ ବିଜୟ କାବ୍ୟଂ (ପଦ୍ୟ) | ବୌଦ୍ଧ |
୧୯୭୯ | କେ.ଏନ ଇଝୁଥାଚନ | କେରଳୋଦାୟଃ (ମହାକାବ୍ୟ) | କେରଳର ଇତିହାସ |
୧୯୮୦ | ପି.ସି ଦେବସିଆ | କ୍ରିସ୍ତୁଭାଗବତମ୍ (ମହାକାବ୍ୟ) | ୩୩ଟି ଭାଗ , ଯୀଶୁ ଖ୍ରୀଷ୍ଟ |
୧୯୮୧ | ଜଗନ୍ନାଥ ପାଠକ | କପିଷ୍ୟାନି (ପଦ୍ୟ) | |
୧୯୮୨ | ପି.କେ ନାରାୟଣ ପିଲ୍ଲାଇ | ବିଶ୍ୱଭାନୁ (ମହାକାବ୍ୟ) | |
୧୯୮୩ | ପଣ୍ଡାରିନାଥାଚାର୍ଯ୍ୟ ଗଲଗଲୀ | ଶ୍ରୀ ସମ୍ଭୁଲିଙ୍ଗେଶ୍ୱର ବିଜୟ କାମ୍ପୁ (ଜୀବନୀ) | |
୧୯୮୪ | ଶ୍ରୀନାଥ ଏସ୍ ହସୁରକର | ସିନ୍ଧୁ-କନ୍ୟା (ଐତିହାସିକ ଉପନ୍ୟାସ | |
୧୯୮୫ | ବସନ୍ତ ତ୍ରିମ୍ବକ୍ ଶେଭଡେ | ବିନ୍ଧ୍ୟବାସିନୀ ବିଜୟ ମହାକାବ୍ୟମ (ମହାକାବ୍ୟ) | |
୧୯୮୬ | କାଳିକା ପ୍ରସାଦ ଶୁକ୍ଳା | ଶ୍ରୀ ରାଧାଚରିତ ମହାକାବ୍ୟମ (ମହାକାବ୍ୟ) | |
୧୯୮୭ | ବିଶ୍ୱନାରାୟଣ ଶାସ୍ତ୍ରୀ | ଅଭିଣାସୀ (ଉପନ୍ୟାସ) | |
୧୯୮୮ | ଅଭିରାଜ ରାଜେନ୍ଦ୍ର ମିଶ୍ର | ଇକ୍ଷୁଗନ୍ଧ (କ୍ଷୁଦ୍ରଗଳ୍ପ) | |
୧୯୮୯ | ରାମ କରଣ ଶର୍ମା | ସନ୍ଧ୍ୟା (କବିତା) | |
୧୯୯୦ | ଓଗେଟି ପରୀକ୍ଷିତ ଶର୍ମା | ଶ୍ରୀମତ-ପ୍ରତାପ ରାଣାୟାଣାଂ ମହାକାବ୍ୟମ (କବିତା) | |
୧୯୯୧ | ରେବା ପ୍ରସାଦ ଦ୍ବିବେଦୀ | ସ୍ୱତନ୍ତ୍ର ସମ୍ଭବଂ (କାବ୍ୟ) | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଉପରେ ଏକ ଔପନ୍ୟାସିକ କବିତା |
୧୯୯୨ | ହରି ନାରାୟଣ ଦୀକ୍ଷିତ | ଭୀଷ୍ମ ଚରିତଂ (ମହାକାବ୍ୟ) | |
୧୯୯୩ | ଜଗୁ ଇୟେଙ୍ଗର | ଜୟନ୍ତୀକ (ଉପନ୍ୟାସ) | |
୧୯୯୪ | ରାଧା ବଲ୍ଲଭ ତ୍ରିପାଠୀ | ସନ୍ଧାନଂ (କାବ୍ୟ) | |
୧୯୯୫ | ରସିକ ବିହାରୀ ଯୋଶୀ | ଶ୍ରୀ ରାଧା ପଞ୍ଚଶଟି | |
୧୯୯୬ | କେଶବ ଚନ୍ଦ୍ର ଦାସ | ଇଶା (କାବ୍ୟ) | |
୧୯୯୭ | ଶ୍ୟାମ ଦେବ ପରାଶର | ତ୍ରିବେଣୀ (କାବ୍ୟ) | |
୧୯୯୮ | ବଚ୍ଚୁଲାଲ ଅବସ୍ଥୀ | ପ୍ରତାଣିନୀ (କାବ୍ୟ) | |
୧୯୯୯ | ଶ୍ରୀନିବାସ ରଥ | ତଦେବ ଗଙ୍ଗାନଂ ସାଇଭଦ୍ର (କାବ୍ୟ) | |
୨୦୦୦ | ଏସ.ଶ୍ରୀନିବାସ ଶର୍ମା | ଜଗତଗୁରୁ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର - ସରସ୍ବତୀ ବିଜୟଂ (କାବ୍ୟ) | |
୨୦୦୧ | ପୁଲ୍ଲେଲା ଶ୍ରୀରାମଚନ୍ଦ୍ରୁଡୁ | କୋ ଭାଇ ରାଶ (ପ୍ରବନ୍ଧ) | |
୨୦୦୨ | କାଶୀନାଥ ମିଶ୍ର | ହର୍ଷଚରିତ - ମଞ୍ଜରୀ (କବିତା) | |
୨୦୦୩ | ଭାସ୍କରାଚାର୍ଯ୍ୟ ତ୍ରିପାଠୀ | ନିର୍ଝରିଣୀ (କବିତା) | |
୨୦୦୪ | ଦେବର୍ଷୀ କଳାନାଥ ଶାସ୍ତ୍ରୀ | ଅକ୍ଷାନ ବଲ୍ଲାରୀ (କ୍ଷୁଦ୍ରଗଳ୍ପ) | |
୨୦୦୫ | ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟ | ଶ୍ରୀ ଭାର୍ଗବରାଘବିୟଂ (ମହାକାବ୍ୟ) | (ପର୍ଶୁରାମ ଏବଂ ରାମ) |
୨୦୦୬ | ହର୍ଷଦେବ ମାଧବ | ତବ ସ୍ପର୍ଶେ ସ୍ପର୍ଶେ (କାବ୍ୟ) | |
୨୦୦୭ | ହରିଦତ୍ତ ଶର୍ମା | ଲାସଲଳିତିକା (କାବ୍ୟ) | |
୨୦୦୮ | ଓମ ପ୍ରକାଶ ପାଣ୍ଡେ | (କବିତା) | |
୨୦୦୯ | ପ୍ରଶସ୍ଯ ମିତ୍ର ଶାସ୍ତ୍ରୀ | (କ୍ଷୁଦ୍ର ଗଳ୍ପ) | |
୨୦୧୦ | ମିତାଲି ପ୍ରସାଦ ତ୍ରିପାଠୀ | (କାବ୍ୟ) | |
୨୦୧୧ | ହରେକୃଷ୍ଣ ଶତପଥୀ | ଭାରତୟାନମ (କାବ୍ୟ) | |
୨୦୧୨ | ରାମଜୀ ଠାକୁର | ଲଘୁପଦ୍ୟପ୍ରବନ୍ଧତ୍ରୟୀ (କାବ୍ୟ) | |
୨୦୧୩ | ରାଧାକାନ୍ତ ଠାକୁର | ଚଳଦୁର୍ବାଣୀ (କାବ୍ୟ) | |
୨୦୧୪ | ପ୍ରଭୁନାଥ ଦ୍ବିବେଦୀ | କନକଲୋଚନଃ (କ୍ଷୁଦ୍ରଗଳ୍ପ)[୩] | |
୨୦୧୫ | ରାମଶଙ୍କର ଅଶ୍ୱସ୍ଥି | ବନଦେବୀ (ମହାକାବ୍ୟ) | |
୨୦୧୬ | ସୀତାନାଥ ଆଚାର୍ଯ୍ୟ | କାବ୍ୟନିର୍ଝରୀ | କବିତା |
୨୦୧୭ | ନିରଞ୍ଜନ ମିଶ୍ର | ଗଙ୍ଗପୁତ୍ରବଦନମ | କବିତା |
୨୦୧୮ | ରମାକାନ୍ତ ଶୁକ୍ଳା | ମାମା ଜନନୀ | କବିତା |
୨୦୧୯ | |||
୨୦୨୦ | ମହେଶ ଚନ୍ଦ୍ର ଶର୍ମା ଗୌତମ | ବୈଶାଳୀ | ଉପନ୍ୟାସ[୪] |
୨୦୨୧ | ବିନ୍ଦେଶ୍ୱରୀ ପ୍ରସାଦ ମିଶ୍ର 'ବିନୟ' | ସୃଜତି ଶଙ୍ଖନାଦମ କିଲ, କବିତା | କବିତା[୫] |
(୧୯୫୫, ୧୯୫୭, ୧୯୫୮, ୧୯୫୯, ୧୯୬୦, ୧୯୬୨, ୧୯୬୫, ୧୯୬୯, ୧୯୭୧, ୧୯୭୨, ୧୯୭୫, ୧୯୭୬ ଏବଂ ୧୯୭୮ରେ କୌଣସି ପୁରସ୍କାର ନାହିଁ)
ଶିଶୁ ସାହିତ୍ୟ ପୁରସ୍କାର ବିଜେତା
ସମ୍ପାଦନାସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟ ପାଇଁ ଏକ "ଶିଶୁ ସାହିତ୍ୟ ପୁରସ୍କାର" ମଧ୍ୟ ପ୍ରଦାନ କରିଥାଏ । ସଂସ୍କୃତ ପାଇଁ ନିମ୍ନୋକ୍ତ ପୁରସ୍କାର ବିଜେତାମାନେ ଅନ୍ତର୍ଭୁକ୍ତ :
ବର୍ଷ | ଲେଖକ | କାର୍ଯ୍ୟ | ଟିପ୍ପଣୀ |
---|---|---|---|
୨୦୧୦ | ପଦ୍ମ ଶାସ୍ତ୍ରୀ | ସଂସ୍କୃତ-କଥା-ସତକଂ (2 Vols.) | କ୍ଷୁଦ୍ରଗଳ୍ପ |
୨୦୧୧ | ଅଭିରାଜ ରାଜେନ୍ଦ୍ର ମିଶ୍ର | କୌମର୍ମ (କବିତା) | |
୨୦୧୨ | ଓମ ପ୍ରକାଶ ଠାକୁର | ଏସୋପ-କଥା-ନିକୁଞ୍ଜଂ | କ୍ଷୁଦ୍ରଗଳ୍ପର ସଂଗ୍ରହ |
୨୦୧୩ | ଏଚ.ଆର. ବିଶ୍ୱାସ | ମର୍ଜାଳସ୍ୟ ମୁଖଂ ଦ୍ରିଷ୍ଟଂ | ନାଟକ ପୁସ୍ତକ |
୨୦୧୪ | କୌଣସି ପୁରସ୍କାର ନାହିଁ | ||
୨୦୧୫ | ଜନାର୍ଦ୍ଦନ ହେଜଡେ | ଗଳ୍ପ | |
୨୦୧୬ | ଋଷିରାଜ ଜନୀ | ଚମତ୍କାରୀକାହ ଚାଳଦୂରଭାଷାଃ | କ୍ଷୁଦ୍ରଗଳ୍ପ |
୨୦୧୭ | ରାଜକୁମାର ମିଶ୍ର | ଦୟାତେ କଥାମାକାଶେ | କବିତା |
୨୦୧୮ | ସମ୍ପଦାନନ୍ଦ ମିଶ୍ର | ଶନାଇହ ଶନାଇହ | କବିତା |
୨୦୧୯ | ସଂଜୟ ଚୌବେ | ଚିତବ ତ୍ରିନଂ ତ୍ରିନଂ | କବିତା |
ଯୁବ ପୁରସ୍କାର
ସମ୍ପାଦନା୩୫ ବର୍ଷରୁ କମ୍ ବୟସର ଜଣେ ଲେଖକଙ୍କଦ୍ୱାରା ପ୍ରକାଶିତ ପୁସ୍ତକ :
ବର୍ଷ | ଲେଖକ | କାର୍ଯ୍ୟ | ଟିପ୍ପଣୀ |
---|---|---|---|
୨୦୧୭ | ହେମଚନ୍ଦ୍ର ବେଲୱାଲ | ପରିବର୍ତ୍ତନକାବ୍ୟଂ | କାବ୍ୟ |
୨୦୧୮ | ମୁନୀ ରାଜସୁନ୍ଦର ବିଜୟ | ଚିତ୍ରକାବ୍ୟଦର୍ଶନଂ | କାବ୍ୟ |
୨୦୧୯ | ଯୁବରାଜ ଭଟ୍ଟରାଈ | ଭାଗବିଳାସିନୀ | କାବ୍ୟ |
ଆଧାର
ସମ୍ପାଦନା- ↑ "Sanskrit Sahitya Akademi Awards 1955-2007". Sahitya Akademi Official website. Archived from the original on 2009-03-31.
- ↑ "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
- ↑ IANS (14 January 2015). "Sanskrit Scholar Prabhu Nath Dwivedi Wins Sahitya Akademi Award". The New Indian Express. Archived from the original on 20 January 2015. Retrieved 20 January 2015.
- ↑ "Sahitya Akademi Awards-2020 (Official Website)". March 2021.
- ↑ K. Sreenivasarao (30 December 2021). "List of Winners - 2021" (PDF). Sahitya Akademi.
{{cite web}}
: CS1 maint: url-status (link)