କେଥ୍ରୀନ୍ ଦ ଗ୍ରେଟ
ରସିଆର କେଥ୍ରୀନ୍ ୨ ଯିଏ କି କେଥ୍ରୀନ୍ ଦ ଗ୍ରେଟ ନାମରେ ମଧ୍ୟ ପ୍ରସିଦ୍ଧ ହେଉଛନ୍ତି ରସିଆର ସର୍ବାଧିକ ରାଜତ୍ୱକାଳରେ ରହିଥିବା ଓ ଜଣେ ଖ୍ୟତିସମପର୍ଣ୍ଣ ନେତା ଥିଲେ।ସେ୧୮୬୨ରୁ ତାଙ୍କ ମୃତ୍ୟୁ ବର୍ଷ ୧୭୯୬ ଯାଏଁ ରସିଆରେ ରାଜତ୍ୱ କରୁଥିଲେ।ସେ ୬୭ ବର୍ଷରେ ମୃତ୍ୟୁବରଣ କରିଥିଲେ।ସେ ସେଟ୍ଟୀନ,ପୋମେରାନିଆ, ପ୍ରୁସିଆରେ ସୋଫି ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ନାମରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ସ୍ୱାମୀ ପିଟର୍ ୩ଙ୍କ ମୃତ୍ୟୁ ପରେ ସେ ଶାସନରେ ଆସିଥିଲେ।ତାଙ୍କ ଶାସନ ଅଧିନୟରେ ରସିଆ ପୁନର୍ବାର ଶକ୍ତିଶାଳୀ ହୋଇଥିଲା,ରସିଆର ଆକାର ବୃଦ୍ଧି ପାଇଥିଲା।ରସିଆ ଏବେ ଇଉରୋପର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଗୋଟିଏରେ ଗଣା ହେଉଥିଲା।
Catherine II | |
---|---|
Catherine II by Fyodor Rokotov | |
ଶାସନକାଳ | 9 July 1762 – 17 November 1796 |
Coronation | 12 September 1762 |
ପୂର୍ବାଧିକାରୀ | Peter III |
ଉତ୍ତରାଧିକାରୀ | Paul I |
Reign | 5 January 1762 – 9 July 1762 |
ଜୀବନସାଥୀ | Peter III of Russia |
ସନ୍ତାନସନ୍ତତିଗଣ | |
Paul I of Russia | |
ସମ୍ପୂର୍ଣ୍ଣ ନାମ | |
Sophie Friederike Auguste | |
ବଂଶ | Holstein-Gottorp-Romanov (by marriage) Ascania (by birth) |
ବାପା | Christian August, Prince of Anhalt-Zerbst |
ମାଆ | Princess Johanna Elisabeth of Holstein-Gottorp |
ଜନ୍ମ | 2 May [O.S. 21 April] 1729 Stettin, Pomerania, Prussia (now Szczecin, Poland) |
ମୃତ୍ୟ | ୧୭ ନଭେମ୍ବର ୧୭୯୬ Saint Petersburg, Russia | (ବୟସ ୬୭)
ସମାଧି | Peter and Paul Cathedral in Saint Petersburg |
ଦସ୍ତଖତ | |
ଧର୍ମ | Russian Orthodox prev. Lutheran |
ବାଲ୍ୟ ଜୀବନ
ସମ୍ପାଦନାକେଥ୍ରୀନ୍ଙ୍କ ପିତା କ୍ରିଶ୍ଚିଆନ୍ ଅଗ୍ସ୍ତେ,ଆନ୍ହାଲଟ୍ର ରାଜପୁତ୍ର ଥିଲେ,କିନ୍ତୁ ସେ ଜର୍ମାନିର ରାଜପରିବାର ର୍ ବଂଶଧର ଥିଲେ।[୧]।ସେ ପ୍ରସିଆନ୍ ସେନାଧିକ୍ଷ ସ୍ତରରେ ନାମିତ ହୋଇଥିଲେ। ଏହା ସହ ସେ ସେଟ୍ଟୀନ୍ ସହରର ମୁଖ୍ୟ ସଚିବ ରୂପେ ଦାୟିତ୍ୱ ନେଇଥିଲେ। ସୋଫିଆ ଫ୍ରିଡ଼େରିକ୍ ଅଗସ୍ତେ ଭୋନ-ଜର୍ବ୍ସ୍ତ-ଦୋର୍ନବର୍ଗ ତାଙ୍କ ଦୁଇ ବଡ଼ ଭାଇ ଯିଏ କି ଭବିଷ୍ୟତରେ ସ୍ୱିଡେନ୍ର ରାଜା ଗୁସ୍ତଭ ୩ ଓ ଚା୍ଲ୍ସ୍ ୧୨ଙ୍କ ସହ ବଢ଼ିଥିଲେ।.[୨]
- ↑ Ferdinand Siebigk: Christian August (Fürst von Anhalt-Zerbst). In: Allgemeine Deutsche Biographie (ADB). Band 4, Duncker & Humblot, Leipzig 1876, S. 157–159.
- ↑ Cronholm, Neander N. (1902). A History of Sweden from the Earliest Times to the Present Day. ch 37