ବିଲାସପୁର ରାଜ୍ୟ ବା କୁହଲୁର ରାଜ୍ୟ ଏକ ବ୍ରିଟିଶ ସମୟର ରାଜକୀୟ କରଡା ରାଜ୍ୟ ଥିଲା । ଏହାର ଅବସ୍ଥିତି ପଞ୍ଜାବ ପ୍ରୋଭିନ୍ସ ଅଞ୍ଚଳରେ ଥାଇ  ଏହାକୁ ହିନ୍ଦୁ ରାଜପୁତ ରାଜାମାନେ ଶାସନ କରୁଥିଲେ । 

ବିଳାସପୁର ରାଜ୍ୟ
କହଲୁର ରାଜ୍ୟ

बिलासपुर रियासत
697–1948
Flag of କହଲୁର
Coat of arms of କହଲୁର
Flag Coat of arms
Princely States of the Shimla Hills, Bilaspur in the south straddling the Sutlej (1911)
Princely States of the Shimla Hills, Bilaspur in the south straddling the Sutlej (1911)
StatusPrincely state of the British Raj
ରାଜଧାନୀBilaspur
GovernmentMonarchy
History 
• Established
697
• Disestablished
1948
କ୍ଷେତ୍ରଫଳ
19311,173 km2 (453 sq mi)
ଲୋକସଂଖ୍ୟା
• 1931
100994
Succeeded by
Republic of India
Today part ofHimachal Pradesh, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ରାଜପୁତ ମୁଖିଆମାନଙ୍କ ସହ କୁହଲୁରର ରାଜା 
ବିଲାସପୁରର ରାଜକୁମାର 18 ଶ ଶତାବ୍ଦୀର ଶେଷ ଅଂଶ ରେ 

ପ୍ରଥମେ ରାଜ୍ୟର ନାମ କୁହଲୁର ଥିବା ବେଳେ ପରେ ତାହା ବିଳାସପୁର ନାମରେ ପରିଚିତ ହେଲା । [୧] ଏହାର ଆୟତନ 1173 ବର୍ଗକିଲୋଇତର ଥିବା ସହ 1931 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 1000,994 ଥିଲା । ବିଲାସପୁରର ଶେଷ ରାଜା 1948 ମସିହାରେ ରାଜ୍ୟକୁ ଭାରତୀୟ ର4ଆଜ୍ୟ ସଂଘକୁ ସମର୍ପଣ କରିଥିଲେ । [୨]

ପ୍ରଥମେ ଏହା ସ୍ୱାଧୀନ ଭାରତର ବିଳାସପୁର ପ୍ରୋଭିନ୍ସ ଅଧୀନରେ ରହିବା ପରେ ତାହାକୁ ହିମାଚଳ ପ୍ରଦେଶ ସହ ମିଶେଇ ଦିଆ ଯାଇ ଥିଲା । [୩]

ଇତିହାସ  ସମ୍ପାଦନା

ଲୋକ ପ୍ରବାଦ ଅନୁସାରେ ପୂର୍ବବର୍ତୀ ରାଜ୍ୟ 697 ମସିହାରେ ବୀର ଚାନ୍ଦଙ୍କଦ୍ୱାରା ସ୍ଥାପିତ ହେଇଥିଲା । କେହାଲ ଚାନ୍ଦ କହଲୁର  ଦୁର୍ଗ ନିର୍ମାଣ କରିଥିଲେ ଓ ସେହି ନାମ ଅନୁସାରେ ରାଜ୍ୟର ନାମ କହଲୁର ହେଇଥିଲା । ପ୍ରଥମରେ ରାଜ୍ୟର ଅରାଜଧାନୀ ଝଣ୍ଡାବାରି ନାମକ ସ୍ଥାନରେ ଥିଲା । ପରେ ଏହା କୁହଳର ଦୁର୍ଗକୁ ଯାଇ ଶେଷରେ 32 ତମ ରାଜା  ଦୀପ ଚାନ୍ଦଙ୍କଦ୍ୱାରା  ବିଳାସପୁର ସହରରେ ହେଇଥିଲା । 18 ଶ ଶତାବ୍ଦୀରୁ ବିଳାସପୁର [୧]ରାଜ୍ୟରେ କାଙ୍ଗରା ଅଙ୍କନ ଚିତ୍ର ଖ୍ୟାତି ଲାଭ କରିଥିଲା । of the Kangra painting style.[୪]

1815 ମସିହାରେ ବିଳାସପୁର ରାଜ୍ୟ ବ୍ରିଟିଶ ରକ୍ଷ୍ୟଣକୁ ଆସିଥିଲା । ସେ ସମୟରେ ରାଜା ମହନ ଚାନ୍ଦ ଥିଲେ ଓ ଏହା ଏକ ଶିମିଳା ଅଞ୍ଚଳ ରାଜ୍ୟ ଭାବେ ରହିଲା । [୫]ଟିକ୍କା ଆନନ୍ଦ ଚାନ୍ଦ ଏହାର ଶେଷ ରାଜା । 1948 ମସିହାରେ ବିଳାସପୁର ରାଜ୍ୟ ଭାରତୀୟ ରାଜ୍ୟ ସମୂହରେ ବିଲୀନ ହେଲା ।ଏହା 1950 ମସିହାରୁ ଏକ ସ୍ୱତନ୍ତ୍ର c ଶ୍ରେଣୀର ରାଜ୍ୟ ହିସାବରେ ରହିଥିଲା । 1954 ମସିହାରେ ଏହାକୁ ହିମାଚଳ ପ୍ରଦେଶ ସହ ମିଶେଇ ଦିଆ ଯାଇଥିଲା । [୩]

ରାଜା ସମୂହ  ସମ୍ପାଦନା

ମିଆଁ ପରିବାର  ସମ୍ପାଦନା

ବିଳାସପୁର ରାଜ୍ୟର ଶାସକମାନେ ଚନ୍ଦେଲା ବଂଶର ଥିଲେ ଓ ସେମାନଙ୍କୁ "ମିଆଁ ପରିବାର" କୁହାଯାଉଥିଲା । ସେହି ଭିତରୁ ମୁଖ୍ୟ ପରିବାରମାନେ ଏହି ପରି ଥିଲେ 

  • ଆଜମର ଚଣ୍ଡିଆ 
  • କଲିୟାନ ଚଣ୍ଡିଆ 
  • ତାରା ଚଣ୍ଡିଆ 
  • ସୁଲତାନ ଚଣ୍ଡିଆ 
    [୬]

ଅଧିକ ପଠନ  ସମ୍ପାଦନା

  • Bilaspur
  • Kahlur fort

ଆଧାର  ସମ୍ପାଦନା

  1. ୧.୦ ୧.୧ States before 1947 A-J
  2. Bilaspur Princely State (11 gun salute)
  3. ୩.୦ ୩.୧ Social, cultural, and economic history of Himachal Pradesh By Manjit Singh Ahluwalia
  4. Hindu Hill Kingdoms Archived 2010-03-30 at the Wayback Machine. V&A Museum.
  5. Imperial Gazetteer of India, v. 8, p. 233.
  6. History of the Punjab Hill States,Volume 2, J. Hutchinson and J. Ph. Vogel, P - 513, 1933, by Superintendent, Government Printing, Lahore, Punjab

ପୁନଶ୍ଚ ପଠନ  ସମ୍ପାଦନା

  • Hutchinson, J. & J. PH Vogel (1933). History of the Panjab Hill States, Vol. II. 1st edition: Govt. Printing, Pujab, Lahore, 1933. Reprint 2000. Department of Language and Culture, Himachal Pradesh. Chapter XIII Bilaspur State, pp. 494–518.

ବାହାର ଲିଙ୍କ  ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Bilaspur State-ସମ୍ପର୍କିତ ମିଡ଼ିଆ
  • Chisholm, Hugh, ed. (1911). "Kahlur" . Encyclopædia Britannica Eleventh Edition (11th ed.). Cambridge University Press.
  • Bilaspur Princely state