କୁଣ୍ଡେରଗଡ
କୁଣ୍ଡେରଗଡ , iଭାରତୀୟ ରାଜ୍ୟ ଛତିଶଗଦର ସୁରଜପୁର ଜିଲ୍ଲାରେ ଥିବା ଏକ ପ୍ରକ୍ଷାତ ହିନ୍ଦୁ ତୀର୍ଥ ସ୍ଥଳୀ । ଏହା ସୁରଜପୁର ସହରଠାରୁ 40 କିଲୋମିଟର ଦୂରରେ ଏକ ପକ୍କା ରାସ୍ତା ସହ ସଂଯୁକ୍ତ । ଏଠାରେ ମାଁ ବାଘେଶ୍ୱରୀ ମନ୍ଦିର ରହିଛି । ଚୈତ୍ର ନବରାତ୍ର ସମୟରେ ଏଠାରେ ମହୋତଶବ ପାଳିତ ହେଇଥାଏ ।
Maa Bageshwari Devi | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Surajpur |
Location | |
State | Chhattisgarh |
Country | India |
Website | |
www.Maakudargarhi.in |
ମନ୍ଦିର
ସମ୍ପାଦନାମାଁ ବଘେଶ୍ୱରୀ ମନ୍ଦିର ଠାକୁରାଣୀ କୁନ୍ଦରଗ୍ରାହୀଙ୍କୁ ସମର୍ପିତ ଓ ଏହା ପାହାଡର ଶିଖରରେ ଅବସ୍ଥିତ । ଏହି ମନ୍ଦିରର ନିର୍ମାଣ କାଳ ବାବଦରେ ଇସେଶ କିଛି ତଥ୍ୟ ମିଳିନାହି । ଦଲଟନଙ୍କ ମତରେ ଏହି ମନ୍ଦିର ବାଲାଣ୍ଡର ରାଜାଙ୍କଦ୍ୱାରା ନିର୍ମିତ ହେଇଥିଲା । ସେମାନେ 17 ଶ ଶତାବ୍ଦୀରେ ସେହି ଅଞ୍ଚଳ ଶାସନ କରୁଥିଲେ ।
ଭକ୍ତମାନେ ଏଠାକୁ ଆସି ମନୋସ୍କାମନା ପୂରଣ ପାଇଁ ମାନସିକ କରନ୍ତି । ତାହା ପୂରଣ ପରେ ଏଠାରେ ପଶୁବଳି ଦେଇଥାନ୍ତି । ପଶୁ ବଳି ସମୟରେ ପଶୁ ରକ୍ତ ଏକ ନାଳ ଦେଇ କୁଣ୍ଡରେ ପଡିଥାଏ । ଏହି କୁଣ୍ଡ କେବେ ଭର୍ତ୍ତି ହେବ ନାହି ବୋଲି ଲୋକ ବାଦ ରହିଛି ।
ଆଧାର
ସମ୍ପାଦନା- Kudargarh, Surajpur District : Official Website
- Rakesh Sahu : Developer, www.maakudargarhi.in