ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମଦନପୁର ରାମ‌ପୁର ବ୍ଲକର ଉର୍ଲ୍ଲାଦାନୀ ମୋହ‌ନ‌ଗିରି, ମାଣିକେରା ଗ୍ରାମ ପଞ୍ଚାୟତ ଓ ଲାଞ୍ଜିଗଡ ବ୍ଲକ, ଥୁ,ରାମ‌ପୁର ବ୍ଲକରେ ବଣପାହାଡ ଘାଟି ଉପରେ ଅପ‌ହଞ୍ଚ ସ୍ଥାନରେ ବାସ କରନ୍ତି କୁଟିଆ କନ୍ଧ ଆଦିମ ଜନଜାତିର ଆଦିବାସୀମାନେ । ଏମାନେ ଆଧୁନିକ ସଭ୍ୟତାଠାରୁ ଦୂରେଇ ରହିବାଲାଗି ଘଞ୍ଚଜଙ୍ଗଲ ପାହାଡ ଉପରେ ଝରଣା ନିକଟରେ ବସ‌ତି ସ୍ଥାପନ କରିଥାନ୍ତି ।

ଜଣେ କୁଟିଆ କନ୍ଧ ନାରୀ
ପାରମ୍ପରିକ ଚିତ୍ର ଓ ସରଞ୍ଜାମ ସହିତ କୁଟିଆ କନ୍ଧ ଗୃହ

କୁଁଆରୀକନ୍ୟାର ସ୍ଥିତି ସମ୍ପାଦନା

କୁଟିଆକନ୍ଧଙ୍କର କୁଁଆରୀ କନିଆ ବା ଅବିବାହିତ ଝିଅଙ୍କୁ କୁହାଯାଏ "ବୁଡି" । ଏମାନଙ୍କୁ ବେଶ ସ୍ୱାଧୀନ‌ତା ମଧ୍ୟ ମିଳିଥାଏ । ଜଙ୍ଗଲରେ ବୁଲିବା,ପ‌ତ୍ର ତୋଳିବା ବା ବାପା ମାଙ୍କୁ ସାହାଯ୍ୟ

ବିବାହ ପରମ୍ପରା ସମ୍ପାଦନା

 
କୁଟିଆ କନ୍ଧଙ୍କ ଦେବାଦେବୀ

ଆଧାର ସମ୍ପାଦନା